ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଛ ଧରିବାବେଳେ ଗାଁ ପୋଖରୀରୁ ଅଖାରେ ଭର୍ତ୍ତି ନରକଙ୍କାଳ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଜଳେଶ୍ବର: ପୋଖରୀରୁ ମିଳିଲା ଅଖାରେ ଭର୍ତ୍ତି ଥିବା ନରକଙ୍କାଳ । ସିଂଲା ଥାନା ଅନ୍ତର୍ଗତ ପାଣିଶୁଳିଆ ଗ୍ରାମରେ ମାଛ ଧରିବା ପାଇଁ ପୋଖରୀ ଶୁଖାଇବା ବେଳେ ପୋଖରୀରୁ ଅଖାରେ ଭର୍ତ୍ତି ଥିବା ମଣିଷ ଖପୁରୀ ହାଡ ଉଦ୍ଧାର ହୋଇଛି । କେହି ହତ୍ଯା କରି ମୃତ ଶରୀରକୁ ବସ୍ତାରେ ଭର୍ତ୍ତି କରି ପୋଖରୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ନରକଙ୍କାଳ କାହାର ଜଣାପଡ଼ି ନ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ  ଜାରି ରଖିଛି ।

Leave A Reply

Your email address will not be published.