Browsing Tag

balasore

ବାପାମା’ଙ୍କୁ ମାଡ଼ ମାରି ଘରେ…

ଚନ୍ଦନେଶ୍ବର: ନିଶାସକ୍ତ ଅବସ୍ଥାରେ ବାପା ମାଆଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଛି ନୃଶଂସ ପୁଅ। କର୍କଟ ରୋଗରେ ପିଡୀତ ମାଆର ଚିକିତ୍ସା ପାଇଁ ବାପା ସଂଗ୍ରହ କରି ରଖିଥିବା ନଗଦ ୩୫ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଆସବାସପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି। ଏନେଇ…

ଝିଅ ରଙ୍ଗ କଳା ବୋଲି ପରିବାର ଲୋକଙ୍କ…

ବାଲେଶ୍ଵର: ଆଜିର ସଭ୍ୟ ସମାଜରେ ବି ଏଭଳି ଛୋଟ ମାନସିକତା ଅଛି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । କଳା ରଙ୍ଗର ଝିଅ ଜନ୍ମ ଦେଇଥିବାରୁ ମାଆଙ୍କୁ ପରିବାର ଲୋକଙ୍କ ରୋଷର ଶୀକାର ହେବାକୁ ପଡ଼ିଛି। ଝିଅ ରଙ୍ଗ କଳା କାହିଁକି ହେଲା ଏହି କାରଣରୁ ସ୍ୱାମୀ ଏବଂ ପରିବାର ଲୋକେ ମାଆକୁ ଘରୁ ବାହାର କରିଦେଇଛନ୍ତି । ଏବେ…

ଶିକ୍ଷାଧିକାରୀଙ୍କୁ ଗୋଡାଇ ଗୋଡାଇ ମାଡ଼…

ବାଲେଶ୍ବର: ସୋର ବ୍ଲକ ଶିକ୍ଷାଧିକାରୀଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରିଲେ ଗ୍ରାମବାସୀ । ବ୍ଲକରୁ ମିଳିତ ଜନ ଶୁଣାଣି ସାରି ଫେରୁଥିବା ବେଳେ ବ୍ଲକ ଫାଟକ ନିକଟରେ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣର ପ୍ରକୃତ କାରଣ ଜଣା ପଡିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…

ଜୀବନ ହାରିଲେ ଦିବ୍ୟାଙ୍ଗ ଛାତ୍ର :…

ବାଲେଶ୍ୱର : ସଡ଼କ ଦୁର୍ଘଟଣା ପରେ ପରିବାରର ଚିନ୍ତା ଏବଂ ସରକାରୀ ସହାୟତା ପାଇବା ନିମନ୍ତେ ଦୀର୍ଘ ୪ ବର୍ଷ ପ୍ରତୀକ୍ଷା କରିବା ପରେ ଶେଷରେ ନିରାଶ ହୋଇ ବିଷ ପିଇ ଜୀବନ ହାରିଛନ୍ତି ଦିବ୍ୟାଙ୍ଗ ଛାତ୍ର ବିଜୟ ଜେନା। ପାଠ ପଢ଼ୁଥିବାବେଳେ ଏକ ସଡକ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇଦେଲା। ସେ ସୁସ୍ଥ ଏବଂ…

ଚାନ୍ଦିପୁର ଆଇଟିଆରରୁ କ୍ୟୁଆରଏସଏଏମ୍‌…

ବାଲେଶ୍ୱର : ଡିଆରଡିଓ ବୈଜ୍ଞାନିକ ଏବଂ ଭାରତୀୟ ସେନା ପକ୍ଷରୁ ଗୁରୁବାର ସଫଳତାର ସହ କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ରଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଭେଦ କରିଛି। ଡିଆରଡିଓ ଓଡିଶାର ଚାନ୍ଦିପୁର ରେଞ୍ଜରେ…

ମହିଳାଙ୍କୁ ଶକ୍ତି ଯୋଗାଉଛି ମିଶନ ଶକ୍ତି:…

ବାଲେଶ୍ଵର: ୨୦୨୦ ମସିହା ଅଗଷ୍ଟ ୩୦ ତାରିଖରେ ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ ଆରମ୍ଭ ହେଲା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶ୍ରୀରାମପୁର ପଞ୍ଚାୟତର ଶ୍ରୀରାମେଶ୍ବର ଉତ୍ପାଦିକା ଗୋଷ୍ଠୀ। ପ୍ରଥମେ କରୋନା ପାଇଁ କୌଣସି ହାତ ତିଆରି ସାମଗ୍ରୀ ବିକ୍ରି ନହେବା ସହିତ କାରବାର ମଧ୍ୟ ବେଶ ଭଲ…

ଶୈବପୀଠରେ ଅଘଟଣ: ପ୍ରେମିକକୁ ମାଡ଼ମାରି…

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ପ୍ରେମିକକୁ ମାଡ଼ମାରି ପ୍ରେମିକାକୁ ଜଙ୍ଗଲ ଭିତରକୁ ଟେକିନେଲେ ଦୁର୍ବୃତ୍ତ ମାନେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୁରକ୍ଷା କମିଟି ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି।…

ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ…

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଧିରେଧିରେ ଗମ୍ଭୀର ହେବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିସନ୍ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ, ପରିସ୍ଥିତି ଉପରେ ସର୍ତକ ନଜର ରଖାଯାଇଛି ।…

ଭୋଗ ଖାଇ ୨୦୦ରୁ ଉର୍ଦ୍ଧ୍ବଲୋକ ଅସୁସ୍ଥ:…

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦାରୁହା ଗାଁରେ ଅନ୍ନଭୋଗ ଖାଇ ୨୦୦ ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଗାଁରେ ଆତଙ୍କ ଖେଳି…

ଦିନ ମଜୁରିଆଙ୍କ ଅଜାଣତରେ ବ୍ୟାଙ୍କ…

ଜଳେଶ୍ୱର: ପାଞ୍ଚ ହିତାଧିକାରୀଙ୍କ ଆକାଉଣ୍ଟରେ ୭୦ଲକ୍ଷରୁ ଅଧିକ ଟଙ୍କା ନେଣଦେଣ। ସବୁଠୁ ବଡ଼ କଥା ୫ ଜଣ ହିତାଧିକାରୀ ହେଉଛନ୍ତି ଦିନ ମଜୁରିଆ। ଏତେ ଟଙ୍କା ନେଣଦେଣ ବାବଦରେ ଆକାଉଣ୍ଟଧାରୀଙ୍କ ପାଖରେ କୌଣସି ଖବର ନାହିଁ।ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପୌରପରିଷଦର ଝାଡେଶ୍ୱରପୁର ଏକ ନମ୍ବର…