ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସୁବର୍ଣ୍ଣପୁର

ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି…

ସୋନପୁର: ରବିବାର ପୂର୍ବାହ୍ନରେ ଜଣେ ବୟସ୍କା ମହିଳାଙ୍କ କଣ୍ଠରେ ଭାସି ଆସୁଥିବା ‘ଏ ବାବୁ, ମୋବାଇଲ୍‌ଥି କଥା ହେଇ ଗାଡି ନାଇଁ ଚଲାବୁ’ ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଉଥିଲେ । ମୋବାଇଲରେ କଥା ହୋଇ ବାଇକ୍‌ ଚଳାଉ ଥିବା ଜଣେ ଯୁବକ ଏହି ଗୀତ ଶୁଣି ରାସ୍ତା କଡରେ ଅଟକି ମୋବାଇଲରେ…

ଦୁଇ ପୁଲିସ୍ କର୍ମଚାରୀଙ୍କୁ ନେଇ…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନେଇ ବଡ ଜୋରରେ ଚର୍ଚ୍ଚା ଚାଲିଛି। ଜଣେ ହେଲେ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଏବଂ ଅନ୍ୟ ଜଣେ ହେଲେ ସୁନାମାଟିର ସୁନାପୁଅ ଦେବଦତ୍ତ ବେହେରା। ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ପୁଲିସ୍‌ ବିଭାଗର ଦାୟିତ୍ୱ ସଂପନ୍ନ…

ଦମ୍ପତ୍ତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍…

ଉଲୁଣ୍ଡା: ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଡକାୟତି। ଚୋତ ଡକାୟତମାନଙ୍କ ପାଦୁର୍ଭାବ ବଢିଚାଲିଥିବା ବେଳେ ରୋକିବାରେ ବିଫଳ ହେଉଛି ପୁଲିସ ପ୍ରଶାସନ। ଲୁଟେରା କେତେବେଳେ ରାତି ଘରକୁ ପସି ବନ୍ଧୁକ ଦେଖାଇ ଟଙ୍କା ପଇସା ଲୁଟି ନେଉଥିବା ବେଳେ କେତେବେଳେ ଦିନ ଦ୍ବିପହରରେ ସୁନସାନ ରାସ୍ତା ଦେଖି…

ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା ପାଳିତ ହୋଇଯାଇଛି। ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରିତୀ ନିତୀରେ ଏହି ରଥଯାତ୍ରା ପାଳନ କରାଯାଉଥିଲା। ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ…

ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଗାଡି…

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଜାମକାନି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରତର ରହିଥିବା ଜଣାଯାଇଛି। ସୂଚନା ଅନୁଯାୟୀ,…

ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ କାଟ,…

ସୋନପୁର: ଏବେ ସୋନପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଛି । ଦିନ ୧୨ଟା ପରେ ତାତି ଅସମ୍ଭାଳ ହେବାକୁ ବସିଲାଣି । ହେଲେ ଏହାଠୁ ବି ସହରବାସୀଙ୍କୁ ଅଧିକ ଦୁଃଖ ଦାୟକ ସାଜିଲାଣି ଅଘୋଷିତ ବିଦ୍ୟୁତ କାଟ । ଦ୍ବିପହର ହୋଇଗଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । କାରଣ ସଂପର୍କରେ ପଚାରିଲେ…

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ମୃତ,…

ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼କର୍ଲେ ଗାଁ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।…

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ…

ଭୁବନେଶ୍ବର: ରାଜ୍ଯରେ ତୃତୀୟ ପର୍ଯ୍ଯାୟ ମତଦାନ ଶେଷ ହୋଇଛି। ଏହି ତୃତୀୟ ପର୍ଯ୍ଯାୟରେ  ୭୮.୬ % ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି।ସେହିଭଳି କୋରାପୁଟରେ ୮୪.୭୮, ଅନୁଗୁଳରେ ୮୪.୨୪, ଗଜପତିରେ ୮୨.…

ଯୌତୁକ ପାଇଁ ରାକ୍ଷସ ସାଜିଲା ସ୍ୱାମୀ !

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ଗ୍ରାମରେ ଯୌତୁକ ଜନିତ ଜଣେ ମହିଳାଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନିମ୍ନା ଗ୍ରାମର ଅଶୋକ ମେହେର (୩୨) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବୁଧବାର ଦିନ…

ବଣୁଆ ହାତୀପଲଙ୍କ ଆତଙ୍କରାଜ: ଚାଷୀ…

ବିନିକା: ସଂପ୍ରତି ବିନିକା ଅଞ୍ଚଳରେ ବଣୁଆ ହାତୀ ପଲଙ୍କ ଆତଙ୍କରାଜ ଯୋଗୁଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଅନ୍ୟପଟେ ଅମଳ ଧାନ ଓ ପନିପରିବା ଫସଲ ଦଳି ଚକଟି ନଷ୍ଟ କରିଦେଉଥିବାରୁ ଚାଷୀ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପଡିଛି । ହାତୀଙ୍କ ଯୋଗୁଁ ଚାଷୀ କି କାର୍ଯ୍ଯପନ୍ଥା ଅବଲମ୍ବନ କରିବ…