ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସୁବର୍ଣ୍ଣପୁର

୩ ଜଣ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ତିନି ଜଣ ଯୁବକଙ୍କ ଗତକାଲି ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା  ମିଳି ପାରିନାହିଁ । କୌଣସି ଏକ ଟ୍ରେନ ଧକ୍କାରେ ଯୁବକ ମାନଙ୍କ ମୃତ୍ୟୁ ହୋଇଥିବା ନେଇ ଅଞ୍ଚଳରେ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ…

ସୋନପୁର: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୟାଗଡ ରଣପୁର ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ମାମଲାରେ ଗିରଫ ହେବା ପରେ ସମାନ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା କୋଟିପତି ସେକ୍ସନ ଅଫିସର ରମେଶ ପ୍ରସାଦ ନାଗଙ୍କୁ…

ଲୁହାଶିକୁଳିରେ ବନ୍ଧା ଜୀବନ

ବିନିକା: ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୦ବର୍ଷ ହେଲା ଜଣେ ଯୁବକର ହାତ ଓ ଗୋଡ଼କୁ ଲୁହାଶିକୁଳିରେ ବାନ୍ଧି ଘର ବାଡିପଟ ଗଛ ମୁଲେ ରଖିବାକୁ ବାଧ୍ୟ ହୋଇଛନ୍ତି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବିନିକା ବ୍ଲକ ମହଦା ପଞ୍ଚାୟତ ଅଧିନସ୍ଥ ଶିଆଳି ଗ୍ରାମରେ। ଖବର ନେବାରୁ ଜଣାପଡିଛି ଯେ, ଉକ୍ତ…

‘ଏଭଳି ଦୁଃଖ କାହାକୁ ନମିଳୁ’:…

ସୋନପୁର:ମାଆଙ୍କ ପ୍ରଥମ ବାର୍ଷିକି ଶ୍ରାଦ୍ଧର ଆୟୋଜନ ପାଇଁ କର୍ମସ୍ଥଳୀ ନାଗାଲାଣ୍ଡରୁ ନିଜ ଘର ସୋନପୁରକୁ ଆସୁଥିଲେ। ତେବେ ତାହା ସମ୍ଭବ କରାଇ ଦେଲାନି ବିଧାତା। ନିଜେ ପହଞ୍ଚିବା ବଦଳରେ ଛଅ ଦିନ ପରେ ଘରେ ପହଞ୍ଚିଲା ସିଆର୍‍ପିଏଫ୍‍ ଯବାନ ପ୍ରତାପ ନାଏକଙ୍କ ମୃତ୍ୟୁ ଖବର। ଏଭଳି ଏକ ଦୁଃଖଦ ଖବର ସୋନପୁର…

କଇଁଛ ଧରା ହେଲା କାଳ; ପରିତ୍ୟକ୍ତ କୂଅରୁ…

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧୀନ କୁହିବାହାଲ ପଞ୍ଚାୟତ ଆନନ୍ଦପୁରରେ ମଙ୍ଗଳବାର ଅପରାହ୍ନରେ ଏକ ଅଘଟଣ ଘଟିଛି। କଇଁଛ ଧରିବାକୁ ଯାଇ ଏକ ଅବ୍ୟବହୃତ କୂଅରେ ପଶିଥିବାବେଳେ ବାପ, ପୁଅ ଓ ଜ୍ୱାଇଁଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଏମାନେ ହେଲେ ଆନନ୍ଦପୁରର ସାଧୁ କାଳସେ (୫୫), ତାଙ୍କ…

ତମ୍ବାନାଗର ଯାଦୁଗର ପ୍ରଶାନ୍ତ

ସୋନପୁର: ସୋନପୁର ସହରର ପଟାଭାଡି ନିବାସୀ ପ୍ରଶାନ୍ତ ମେହେରଙ୍କ କୌଳିକ ବୃତ୍ତି ହେଲା ଲୁଗା ବୁଣିବା। ତନ୍ତ ଶିଳ୍ପରେ ଖୁବ୍‍ ଖ୍ୟାତି ଅର୍ଜନ କରିଥିଲେ ପ୍ରଶାନ୍ତଙ୍କ ପୂର୍ବଜ। ତେବେ ପାରମ୍ପରିକ ବୃତ୍ତିରୁ କିଛି ଅଲଗା କରି ଦେଖାଇବାର ମନ ବଳାଇଲେ ପ୍ରଶାନ୍ତ। ତେଣୁ ତନ୍ତଶିଳ୍ପ ଛାଡି ତମ୍ବା ନାଗ ତିଆରି…

ଦେଉଳଝରିର ଅନ୍ୟତମ ଆକର୍ଷଣ ‘ଟଙ୍କା ଗଛ’

ସୋନପୁର: ଟଙ୍କା କଣ ଗଛରେ ଫଳେ ? ଏହି ଉକ୍ତିକୁ ନେଇ କିଛି ବର୍ଷ ହେଲା ଭାରତୀୟ ରାଜନୀତିରେ ଖୁବ୍‍ ଝଡ ଉଠିଛି। ତେବେ ସୋନପୁର ଜିଲ୍ଲା ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ ଦେଉଳଝରି ପାହାଡର ଅନ୍ୟତମ ଆକର୍ଷଣ ସାଜିଛି ଏଠାରେ ଥିବା ଟଙ୍କା ଗଛ। ଗୋଟିଏ କି ଦୁଇଟା ନୁହେଁ, ଗୁମ୍ଫା ନିକଟରେ ରହିଛି ଏଭଳି ବହୁ…

ଅନ୍ଧ ଶିକ୍ଷକ ମୋହନ ଦାଣ୍ଡିଆଙ୍କ…

ସୋନପୁର: ଜନ୍ମରୁ ଅନ୍ଧ ହୋଇ ମଧ୍ୟ ଶିକ୍ଷକ ମୋହନ ଦଣ୍ଡିଆ ଅନ୍ୟକୁ ପ୍ରଦାନ କରୁଛନ୍ତି ଜୀବନର ଆଲୋକ। ସୁବର୍ଣ୍ଣପୁର ଜିଲ୍ଲାର ଘୋଡ଼ାଧାରର ମୋହନ ଦଣ୍ଡିଆ ଜନ୍ମର କିଛି ବର୍ଷ ପରେ ଅନ୍ଧ ହୋଇଯାଇଥିଲେ। ତାଙ୍କର ଦୁଇ ଆଖିକୁ ଦେଖାଯାଏ ନାହିଁ । ସେ ଦିବ୍ୟାଙ୍ଗ, ମାତ୍ର ତାଙ୍କର ମହତ ପଣିଆ ତାଙ୍କୁ ଆଜି ବଡ଼ କରି…

ଶିକ୍ଷା ସେତୁ କାର୍ଯ୍ଯକ୍ରମର ଶୁଭାରମ୍ଭ,…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷା ସେତୁ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ଯକ୍ରମର…

ଗଞ୍ଜେଇ ଚାଲାଣକାରୀଙ୍କ ପ୍ରିୟ ରାସ୍ତା…

ସୋନପୁର: ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ ବେପାର। କେବେ ସୋନପୁର ପୋଲିସ୍ ହାତରେ ତ କେତେବେଳେ ଅବକାରୀ ବିଭାଗ ହାବୁଡରେ ପଡୁଛନ୍ତି ଗଞ୍ଜେଇ ଚାଲାଣକାରୀ ମାନେ। ତଥାବି ଏମାନେ ହାର ମାନୁ ନାହାନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧିନସ୍ଥ ବିଭିନ୍ନ ଗାଁରୁ ପ୍ରତିଦିନ ରାଜ୍ୟ ବାହାରକୁ…