Browsing Category
ସୁବର୍ଣ୍ଣପୁର
ସୋନପୁରର ନୂଆ ଜିଲ୍ଲାପାଳ ହେଲେ…
ଭୁବନେଶ୍ବର: ସୋନପୁରର ନୂଆ ଜିଲ୍ଲାପାଳ ହେଲେ ବିମଳେନ୍ଦୁ ରାୟ । ସୋନପୁରର ନୂଆ ଜିଲ୍ଲାପାଳ ବିମଳେନ୍ଦୁଙ୍କ ନିଯୁକ୍ତି ନେଇ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଅଛନ୍ତି ।
ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟ…
ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣୀ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଗୋଲକ ବିହାରୀ ଫୋଡ । ନିଜ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର…
ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା…
ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF। ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ଗୋଟିଏର ଓଜନ ୭କେଜି ଓ ଅନ୍ୟଟିର ୩କେଜି। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା STF।
୨ଅଭିଯୁକ୍ତ ହେଲେ ବେଦବ୍ୟାସ ଧାରୁଆ ଓ ନବଦୀପ ଧାରୁଆ। ଉଭୟଙ୍କ…
ବାପାଙ୍କୁ ମେଡିକାଲ ନେଇଯାଇଥିବା ପୁଅର…
ସୋନପୁର: ଅସୁସ୍ଥ ବାପାଙ୍କୁ ମେଡିକାଲ ନେଇ ଯାଇଥିଲେ ପୁଅ। ହେଲେ ସେଠାରେ ପୁଅଙ୍କ ମୃତ୍ୟୁ ହେଲା। ଆଉ ପୁଅର ମୃତ୍ୟୁ ଖବର ଶୁଣି ଅସୁସ୍ଥ ବାପାଙ୍କ ଜୀବନ ବି ଚାଲିଗଲା। ବାପାଙ୍କୁ ଚିକିତ୍ସା ପାଇଁ ନେଇ ଯାଇଥିବା ପୁଅ ସହ ବାପାଙ୍କ ଦୁହେଁ ଶବ ହୋଇ ଘରକୁ ଫେରିଲେ। ଆଉ ଏକାସାଥିରେ ଶ୍ମଶାନରେ ଜଳିଲା…
ଶେଷ ପର୍ଯ୍ୟାୟରେ ଲୋୟର ସୁକ୍ତେଲ୍…
ବଲାଙ୍ଗିର: ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ ବଦଳିବ ଭାଗ୍ୟ। ଲୋୟର ସୁକତେଲ ପ୍ରକଳ୍ପରୁ ହେବ ଅଣଜଳସେଚିତ ଜମିକୁ ଜଳସେଚନ ବ୍ୟବସ୍ଥା। କେନାଲ ବଦଳରେ ପାଇପ ଯୋଗେ କରାଯିବ ଜଳସେଚନ। ପୂରଣ ହେବ ଜିଲ୍ଲାବାସୀଙ୍କ ଅସୁମାରୀ ସ୍ୱପ୍ନ। କାହିଁକିନା ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବହୁ…
ବାର୍ହା ଶିକାର ପାଇଁ ବିଛାଯାଇଥିବା…
ବିନିକା: ପୁଣି ଏକ ଦନ୍ତା ହାତୀର ମୃତ୍ଯୁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ମହଦା ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ଯୁ ଘଟିଛି। ବରହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଉକ୍ତ ହାତୀଟିର ମୃତ୍ୟୁ ଘଟିଥିବା ରେଞ୍ଜର କହିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ…
ଟ୍ରାକ୍ଟରକୁ ଧକ୍କା ଦେଲା ମିନିଟ୍ରକ, ୧୦…
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଳି ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି। ଟ୍ରାକଟରକୁ ଏକ ମିନିଟ୍ରକ ପଛପଟୁ ଧକ୍କା ଦେଇଛି। ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣା:…
ଭୁବନେଶ୍ବର: ସୋନପୁରର ସଦର ବ୍ଲକ୍ର ଶରଧାବାଲି ସ୍କୁଲଠାରେ କାର୍ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ…
ଆଦର୍ଶ ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ:…
ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ଅନ୍ତର୍ଗତ ବହପଦର ପଞ୍ଚାୟତ ଗୌଡଗାଡ ଗ୍ରାମର ଯଦୁ ସାହୁଙ୍କ ବଡ଼ପୁଅ ସୁଶୀଳ (୨୮) ଓ ମୁର୍ଷୁଣ୍ଢୀ ଗ୍ରାମର ହିମାଂଶୁ ସାହୁଙ୍କ ଝିଅ ଲିପସା (୨୦)ଙ୍କ…
ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି…
ସୋନପୁର: ରବିବାର ପୂର୍ବାହ୍ନରେ ଜଣେ ବୟସ୍କା ମହିଳାଙ୍କ କଣ୍ଠରେ ଭାସି ଆସୁଥିବା ‘ଏ ବାବୁ, ମୋବାଇଲ୍ଥି କଥା ହେଇ ଗାଡି ନାଇଁ ଚଲାବୁ’ ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଉଥିଲେ । ମୋବାଇଲରେ କଥା ହୋଇ ବାଇକ୍ ଚଳାଉ ଥିବା ଜଣେ ଯୁବକ ଏହି ଗୀତ ଶୁଣି ରାସ୍ତା କଡରେ ଅଟକି ମୋବାଇଲରେ…