ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ: ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଶହେ ପାର

ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ । ଆଜି କ୍ରମାଗତ ଦ୍ୱିତୀୟ ଦିନରେ ଶହେ ପାର କରିଛି ଦୈନିକ ସଂକ୍ରମଣ। ୨୪ଘଣ୍ଟାରେ ୧୫ଜିଲ୍ଲା ଓ ଷ୍ଟେଟ ପୁଲରୁ ୧୬୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୬୦ ଓ କଟକରୁ ୩୨ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୨୯କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.