Browsing Tag

odishanews

ଶିକ୍ଷାର ଆଲୋକବର୍ତ୍ତିକା ‘ଯମୁନା’: ଶଶୁର…

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ ବନ୍ଦ। ଅପହଞ୍ଚ ଅଞ୍ଚଳରେ ପାଠପଢ଼଼ା ଭାରି ପ୍ରଭାବିତ ହୋଇଛି। ନେଟୱର୍କ ନାହିଁ, ଅନଲାଇନ କ୍ଲାସର ସ୍ଥିତି ଭାରି ଉଦ୍‍ବେଗଜନକ। ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା ହୋଇପାରିନି। ଏମିତି ସ୍ଥିତିରେ ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ…

ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର…

ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ପୁଣ୍ୟ ଜୟନ୍ତୀ । ଯାହାଙ୍କ ବୀରତ୍ୱ ପାଇଁ ସାରା ଦେଶ ଗର୍ବିତ ହୋଇଛି। ଆଜି ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀ ସାରା ଭାରତରେ ପାଳନ କରାଯାଉଛି। ସେହିପରି ଆଜି ହେଉଛି ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ବୀର…

ରାଜ୍ଯରେ ତଳ ମୁହାଁ କରୋନା ଗ୍ରାଫ:…

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାରରେ ସାମାନ୍ଯ ବ୍ରେକ ଲାଗିଛି। ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳ ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ହଜାର ୫୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯୪୧ ଜଣ…

ପରିବା ବଜାରରେ ଅଗ୍ନିକାଣ୍ଡ, ୪୦ରୁ…

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିଦ୍ୟାଧର ବଜାରରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକଣ୍ଡରେ ପରିବା ବଜାର ୪୦ଟି ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ବହୁ ସମୟ ଚେଷ୍ଟା ପରେ ଅଗ୍ନିଶମ ବାହିନୀ…

ବ୍ରହ୍ମପୁରକୁ ଶ୍ରେଷ୍ଠ ସହର କରିବା…

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ୱଛ ରଖିବା ପାଇଁ ବିିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନ କରାଯିବା ସ୍ୱଛତା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଦେଶର ଶ୍ରେଷ୍ଠ ସ୍ୱଛ ସହର ଭାବେ ପରିଗଣିତ କରିବାକୁ ବିଇଏମ୍‍ସି ପକ୍ଷରୁ ପ୍ରଚେଷ୍ଟା ଜାରି…

ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର…

ପାତ୍ରପୁର: ପାତ୍ରପୁର ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତରେ ଶୁକ୍ରବାର ସରପଞ୍ଚ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଉତ୍ତ୍ୟକ୍ତ ଜନତା ଛଡ଼ାଇ ନେଇଥିବା ଖବର ମିଳିଛି। ଆଙ୍କୁଲି ପଞ୍ଚାୟତରେ ବହୁ ଆଦିବାସୀ ବର୍ଗର ଲୋକମାନେ ବସବାସ କରନ୍ତି। ଏହି ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି…

ଜାଣନ୍ତୁ ସାଧାରଣତନ୍ତ୍ର ଦିବସରେ କେଉଁ…

ଭୁବନେଶ୍ବର: ରାଜ୍ଯରେ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ପ୍ରକାଶ ପାଇଛି। ସମ୍ବଲପୁର- ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ- ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କ ନୟାଗଡ଼- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୟୁରଭଞ୍ଜ- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ…

ବଲାଙ୍ଗିର ପୁଲିସକୁ ସଫଳତା: ୫୨୮୦ ବୋତଲ…

ବଲାଙ୍ଗିର: ନିଶା ଦମନ କ୍ଷେତ୍ରରେ ବଲାଙ୍ଗିର ପୁଲିସକୁ ବଡ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନରୁ ବେଆଇନ ଭାବେ ନିଶା ଦ୍ରବ୍ୟ ଚାଲାଣ ହେଉଥିବାବେଳେ ଗୁରୁବାର ବିପୁଳ ପରିମାଣର କଫ ସିରଫ ଜବତ କରିଛି ବଲାଙ୍ଗିର ପୁଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ…

ସରପଞ୍ଚ ପରେ ୱାର୍ଡ ମେମ୍ବର ପଦବୀ ନିଲାମ…

ବଲାଙ୍ଗିର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ବିଲେଇସର୍ଡା ଗ୍ରାମରେ ନିଲାମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପୁଣି ଏଭଳି ଏକ ଘଟଣା ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅର୍ନ୍ତଗତ ଖୁଜେନବାହାଲ ପଞ୍ଚାୟତରୁ। ୱାର୍ଡ ମେମ୍ବର ପଦବୀ ପାଇଁ ୪୦ ହଜାର ଟଙ୍କାରେ…

ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ଶାକାର…

ଭଦ୍ରକ:ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ ଜଣେ ବୃଦ୍ଧା ନିଜ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ଶାକାର କରିବ ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୀନତିଲତା ବଳ। ବୟସ ୭୬ ହେଲେ ବି, ସେ ଚଳଚଞ୍ଚଳ ଦେଖାଯାଉଛନ୍ତି। ଏଭଳି ଏକ ଘଟଣା ଭଦ୍ରକ…