ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ଷତି ପୂରଣ ପ୍ରଦାନରେ ଅନିୟମିତା ଯୋଗୁ ଭୂଅର୍ଜନ ଅଧିକାରୀଙ୍କୁ ଝାଡୁରେ ମାଡ ମାରିଲେ ମହିଳା

ନୟାଗଡ଼:ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଜମି ଅଧିଗ୍ରହଣ ଅଧିକାରୀ ସଞ୍ଜୟ ପ୍ରତିହାରୀ ଆଜି ମହିଳାଙ୍କଠାରୁ ଝାଡୁ ପାହାର ଖାଇଛନ୍ତି । ଜମି ଅଧିଗ୍ରହଣ କ୍ଷତି ପୂରଣ ପ୍ରଦାନରେ ବାରମ୍ଵାର ଅନିୟମିତା ପାଇଁ ପୂର୍ବରୁ ମହିଳାମାନେ ଧାରଣା ଦେଇଥିଲେ ଆଜି ମହିଳାମାନେ କାର୍ଯ୍ୟାଳୟରେ ପହଞ୍ଚି ଜମି ଅଧିଗ୍ରହଣ ଅଧିକାରୀଙ୍କୁ ଶଙ୍ଖା, ସିନ୍ଦୂର, ଅଳତା ପିନ୍ଧାଇବା ସହ ଝାଡୁରେ ମାଡ ମାରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମହିଳାଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.