ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାନ୍ଦିପୁର ସମୁଦ୍ର କୂଳରେ ଗୁଳିମାଡ଼: ୧ ମୃତ, ୨ ଗୁରୁତର

ବାଲେଶ୍ବର: ଚାନ୍ଦିପୁର ସମୁଦ୍ର କୂଳରେ ଆଜି ଗୁଳିମାଡ଼ ଘଟିଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ କମଳାକାନ୍ତ ମାଝୀ ବୋଲି ଜଣାପଡ଼ିଛି। ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରାଯାୟୀ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। । ତେବେ ଗୁଳାମାଡ଼ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସମୁଦ୍ରରେ ମାଛ ଧରୁଥିବାବେଳେ ଗୁଳା ମାଡ଼ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ବଳରାମଗଡ଼ିରୁ ୭ ଜଣ ମାଛ ମାରିବକୁ ଯାଇଥିଲେ।

 

Leave A Reply

Your email address will not be published.