ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

elephant death

କପ୍ତିପଦା ରେଞ୍ଜରେ ହାତୀ ମୃତ୍ୟୁ, କାରଣ…

ବାରିପଦା/କପ୍ତିପଦା: ବୁଧବାର ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ରେଞ୍ଜ ରାଇପାଲ ବିଟ ଶାରୀଶୁଆ ସେକ୍ସନ ପଦ୍ମପୋଖରୀ ଅଞ୍ଚଳରୁ ଏକ ହାତୀର ମୃତଦେହକୁ ବନବିଭାଗ ଠାବ କରିଛି । ମିଳିତ ଟାସ୍କ ଫୋର୍ସଙ୍କ ଉପସ୍ଥିତିରେ ଗୁରୁବାର ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବୋଲି…

କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଦନ୍ତା…

ନୀଳଗିରି: କୁଲଡିହା ଅଭୟାରଣ୍ୟରେ ମଧ୍ୟ ବୟସ୍କ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଅଭୟାରଣ୍ୟରେ ହାତୀ ମୃତ୍ୟୁ ନେଇ ବାଲେଶ୍ୱର ଡିଏଫଓ ସୂଚନା ଦେଇଛନ୍ତି। କୁଳଡିଆରେ ୧୪ମାସ ଭିତରେ ଗୋଟେ ପରେ ଗୋଟେ ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ବନ ବିଭାଗ। ମଙ୍ଗଳବାର କୁଳଡିଆ ଅଭୟାରଣ୍ୟରେ ରେଞ୍ଜରଙ୍କ ତ୍ଵତ୍ୱାବଧାନରେ…

ବାର୍‌ହା ଶିକାର ପାଇଁ ବିଛାଯାଇଥିବା…

ବିନିକା: ପୁଣି ଏକ ଦନ୍ତା ହାତୀର ମୃତ୍ଯୁ ।  ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ମହଦା ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ଯୁ ଘଟିଛି।  ବରହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଉକ୍ତ ହାତୀଟିର ମୃତ୍ୟୁ ଘଟିଥିବା ରେଞ୍ଜର କହିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ…

ଟ୍ରେନ୍‌‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଟ୍ରେନ ଧକ୍କାରେ ଏକ ଦନ୍ତାର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମ ନିକଟରେ ଟ୍ରେନ୍‌‌ ଲାଇନ ପାର ହେଉଥିବା ବେଳେ ଏକ ପ୍ରାପ୍ତବୟସ୍କ ଦନ୍ତାହାତୀକୁ ସମ୍ବଲପୁର-ହାୱଡା ଏକ୍ସପ୍ରେସ ଗତକାଲି ରାତି ୧୦ଟା ୩୫ରେ ଧକ୍କା ଦେଇଥିଲା। ଏହାପରେ…

ଶିକାରୀ ଗୁଳିରେ ପୁଣି ଏକ ଦନ୍ତା ହାତୀର…

ନୀଳଗିରି: ପୁଣୀ ହାତୀ ମୃତ୍ଯୁ । କୁଳଡିଆ ଅଭୟାରଣ୍ୟ କଳମାଚତିରୀ ନିକଟରେ ଦନ୍ତାହାତୀ ମୃତ୍ୟୁ ଘଟିଛି। ଶିକାରୀଙ୍କ ଗୁଳିରେ ଉକ୍ତ ହାତୀଟିର ମୃତ୍ଯୁ ଘଟିଥିବା ବବିଶେଷ ସୂତ୍ରରୁ ସୂଚନା। ଦନ୍ତାର ଦାନ୍ତ ଚୋରା ଚାଲାଣ ନେଇ ସନ୍ଦେହ କରାଯାଉଛି। ତଦନ୍ତ ପାଇଁ ଡିଏଫ୍ଓଙ୍କ ସମେତ ବନ କର୍ମଚାରୀ ଯାଉଥିବା ସୂଚନା…

କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ…

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ନୟାଗଡ଼ ବିଟ ବସନ୍ତପୁରର ଯଦିପଦା ଠାରେ ୧୧ କେଭି ଉଚ୍ଚ ଶକ୍ତିସମ୍ପର୍ଣ୍ଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଥିବାବେଳେ ବିଦ୍ୟୁତ ବିଭାଗର ଜଣେ କନିଷ୍ଟଯନ୍ତ୍ରୀ ଏବଂ ୨ ଜଣ ଲାଇନ…

ରାଜ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ,…

କେନ୍ଦୁଝର: ରାଜ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବୋରି ବିଟ୍‌ ବସନ୍ତପୁର ଜଡିପଦା ସାହିରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ ତାର ଆଘାତରେ ହାତୀଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ରବିବାର ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତ ଦେହ…

୫ ବର୍ଷରେ ଆଖିବୁଜିଲେଣି ୪୧୬ ହାତୀ,…

ଭୁବନେଶ୍ବର: ୨୦୧୭-୧୮ରୁ ୨୦୨୧-୨୨ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ…

ଢେଙ୍କାନାଳରେ ପୁଣି ଏକ ଦନ୍ତା ହାତୀର…

ଢେଙ୍କାନାଳ: ଢେଙ୍କାନାଳ ସହର ଥାନା ଅନ୍ତର୍ଗତ ଓସ୍ତପାଳ ଗ୍ରାମ ଛକଠାରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ…

ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର…

ଆଠଗଡ଼: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ନୂଆବନ୍ଧ ବେତିଆ କାଜୁ ଜଙ୍ଗଲରେ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।…