ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

elephant death

ହଡଗଡ଼ ବନାଞ୍ଚଳରେ ହାତୀଛୁଆର ମୃତଦେହ…

କେନ୍ଦୁଝର /ହାଟଡ଼ିହି: ପୁଣି ଏକ ହାତୀଛୁଆର ମୃତଦେହ ଉଦ୍ଧାର । ଆନନ୍ଦପୂର୍ଵ ବନ୍ୟପ୍ରାଣୀ ବନଖଣ୍ଡର ହଦଗଡ଼ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବନ ବିଭାଗ ଖବରପାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ହାତୀଛୁଆର ମୃତଦେହ ଠାବ କରିଥିଲେ। ପାରିପାର୍ଶ୍ଵିକ…

ବର୍ବରା ସେକସନ୍‌ ଖରିଆପଲ୍ଲୀ ଜଙ୍ଗଲରୁ…

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ଅନ୍ତର୍ଗତ ବରବରା ସେକ୍ସନ ଅଧିନ ଖରିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁଦେହ ପଡିଥିବାର ଦେଖି ବାକୁ ମିଳିଛି। ମୃତ ହାତୀର ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଖବର ପାଇ ବିଭାଗୀୟ ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ ସଦଳବଳେ ଘଟଣା…

ତେଲକୋଇ ବନାଞ୍ଚଳରେ ଦନ୍ତାହାତୀର ମୃତଦେହ…

କେନ୍ଦୁଝର: ତେଲକୋଇ ରେଞ୍ଜ ସଲେଇକନାରେ ଦନ୍ତାହାତୀର ମୃତଦେହ ଠାବ,କାରଣ ଅସ୍ପଷ୍ଟକେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ…

ମାଲବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ

 କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ପଳସା ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳର ପହଞ୍ଚି ବନ ବିଭାଗର ତଦନ୍ତ ଜାରିରଖିଛି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ କୁହୁଡ଼ି ପଡ଼ିଥିବା ବେଳେ, ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ…

ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର…

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ ହୋଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ଦୁଇ ହାତୀଙ୍କ ମୃତଦେହ ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ ଉକ୍ତ ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ । ଖବର ପାଇ ସାତକୋଶିଆ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ଠାବ…

ଟ୍ରେନ ଧକ୍କାରେ ୨ ହାତୀ ମୃତ, ୧ ଗୁରୁତର

କେନ୍ଦୁଝର/ଆନନ୍ଦପୁର:  କେନ୍ଦୁଝରଦେଇ ଯାଇଥିବା ଜଖପୁରା ବାଂଶପାଣି ରେଳ ଲାଇନର ଟାଙ୍ଗିରିଆପାଳ ନିକଟରେ ରେଳ ଦୁର୍ଘଟଣାରେ ୨ଟି ହାତୀର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ହାତୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି।ସୂଚନା ଅନୁଯାୟୀ, ସୋମବାର ରାତ୍ରୀରେ ଟାଙ୍ଗିରିଆପାଳ ଶଗଡ଼ପଟ୍ଟା ମଝିରେ ଆମ୍ବଧରା ନାଳ…

ବଡ଼ମ୍ବା ରେଞ୍ଜରେ ପୁଣି ଏକ ଦନ୍ତାହାତୀର…

କଟକ: କଟକ ବଡ଼ମ୍ବାରେ ପୁଣି ଦନ୍ତା ହାତୀ ମୃତ୍ୟୁ। ବଡମ୍ବା ରେଞ୍ଜ ଅଧିନ ଅରଣ୍ଡା ବିଟ ଭିଲେଜ ଏରିଆ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ବଜ୍ରାଘାତ ଘଟିବାରୁ ହାତୀର ମୃତ୍ୟୁ ଘଟିଥିବା ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଖବର ପାଇ ବଡ଼ମ୍ବା ବନ ବିଭାଗ…

ଦନ୍ତାହାତୀର ଗଳିତ ମୃତଦେହ ଠାବ, ଗୁଳି…

ଅନୁଗୁଳ: ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ ଅନ୍ତର୍ଗତ  କଟରଙ୍ଗ ସେକ୍ସନ ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ କିଛିଦିନ ପୂର୍ବରୁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।  ପଚି ସଢ଼ି ଗନ୍ଧ ହେବାରୁ ହାତୀଟି ମରିଥିବା ଜଣା ପଡିଥିଲା । ମୃତ୍ୟର…

ବେତନଟୀ ରେଞ୍ଜରେ ହାତୀ ଶାବକର ମୃତ୍ୟୁ,…

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅନ୍ତର୍ଗତ ଅଶନବଣି ସଂରକ୍ଷିତ ଜଙ୍ଗଲର ଭଦ୍ରାଶୁଳ ଗ୍ରାମ ନିକଟରେ ଏକ ୬ ମାସର ହାତୀ ଛୁଆର ମୃତ ଦେହକୁ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଗତ କିଛି ଦିନ ଧରି ସେହି ଜଙ୍ଗଲରେ ଝାଡ଼ଖଣ୍ଡରୁ ଆସିଥିବା ହାତୀପଲ ରହିଥିଲେ। ତେବେ ଏହି ହାତୀ ଛୁଆର…

ନରସିଂହପୁର ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ

କଟକ: କଟକ ଜିଲ୍ଲା ନରସିଂହପୁର ପୂର୍ବ ବାନାଞ୍ଚଳ ଅନ୍ତର୍ଗତ ନୂଆଗଡ ସଂରକ୍ଷିତ ଜଙ୍ଗଲର କମ୍ପାଣ୍ଟମେଣ୍ଟ ୩ ରେ ଗୋଟିଏ ହାତୀର ଗଳିତ ଶବ ଉଦ୍ଧାର ହୋଇଛି। ବନ ବିଭାଗ ପକ୍ଷରୁ ହାତୀର ଗଳିତ ଶବକୁ ଠାବ କରାଯାଇଥିବା ବେଳେ ତରବରିଆ ଭାବେ ହାତୀକୁ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟି ଏକ ମାଈ ହାତୀ ହୋଇଥିବା…