ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Drowning

ତେଲକୋଇ ନାଳରେ ଗାଧୋଇବାବେଳେ ବୁଡିଗଲେ…

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅଞ୍ଚଳରେ ନାଳରେ ଗାଧୋଇବାବେଳେ ବୁଡିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତେଲକୋଇ ଥାନା କରଦାଙ୍ଗୀ ପଞ୍ଚାୟତ ଶ୍ରୀଧରପୁର ଗ୍ରାମର ଜାହାଜ ପେଣ୍ଠେଇ(୭୦) ନାମକ ଜଣେ ବୃଦ୍ଧା ଗାଁ ନିକଟସ୍ଥ ରୋହିଲା ନାଳକୁ ମଙ୍ଗଳବାର ସକାଳ ପ୍ରାୟ…

ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ଦୁଇ…

ଛତ୍ରପୁର: ସମୁଦ୍ରରେ ଗାଧୋଇବା ହେଲା କାଳ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ସମୁଦ୍ରରେ ଗାଧୋଇବାବେଳେ ପାଣିରେ ଭାସିଯାଇଥିଲେ । ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାଯାଇଛି। ମୃତ ଛାତ୍ରୀ ହେଲେ କନିଷିର…

ନଦୀରେ ଗାଧୋଉଥିବାବେଳେ ଖସିଗଲା ଗୋଡ,…

ଯାଜପୁର: ନଦୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଯୁବକ ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁରର ଗେଙ୍ଗୁଟି ନଦୀରେ । ମୃତକ ହେଲେ ଅମିତ ଖଣ୍ଡାଇ ଓ ମଳୟ ନାୟକ । ସୂଚନା ଅନୁସାରେ, ସଞ୍ଜୟନଗର ଅଞ୍ଚଳର ତିନିଜଣ…

କ୍ରିଷ୍ଣାସାଗର ହ୍ରଦରେ ବୁଡ଼ି ଚାଲିଗଲା ୫…

ଗୁଜରାଟ: ଗୁଜରାଟ ବୋଟାଡ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ହ୍ରଦରେ ବୁଡ଼ି ୫ ନାବାଳକ ମୃତ । ବଟୋଦ୍ ସହର ପାଖରେ ଥିବା କୃଷ୍ଣା ହ୍ରଦରେ ବୁଡି ଗଲା ୫ ପିଲାଙ୍କ ଜୀବନ । ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ିଗଲେ । ସମସ୍ତ ମୃତକଙ୍କ ବୟସ…

ଡଙ୍ଗା ବୁଡ଼ି ୪ ନିଖୋଜ, ଅନ୍ୟ ୪ ଜଣ…

କୋରାପୁଟ: ଡ଼ଙ୍ଗା ବୁଡି ୪ ନିଖୋଜ। କୋରପୁଟ ଜିଲ୍ଲା  କୋଲାବ ଜଲଭଣ୍ଡାର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ୪ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ ଡ଼ଙ୍ଗାବୁଡି ଯାଇଥିଲା। ଡଙ୍ଗାରେ ୮ ଜଣ ରହିଥିଲେ। ତେବେ…

ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ,…

ଭୁବନେଶ୍ୱର: ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରୁ ଉକ୍ତ ନାବାଳକ ଜଣଙ୍କ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ନାଁ ୧୩ ବର୍ଷୀୟ ସୁମିତେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି। ସେ ଶିଶୁପଳଗଡ଼ ଇନ୍ଦିରା କଲୋନୀର ରହୁଥିବା ସୂଚନା। ଖବର ପାଇ ଅଗ୍ନିଶମ…

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲେ…

ବ୍ରହ୍ମପୁର: ପୁଅକୁ ବଞ୍ଚିବାକୁ ଯାଇ ନଦୀରେ ବୁଡ଼ିଗଲେ ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ଗ୍ରାମରେ । ସୂଚନା ଅନୁଯାୟୀ, ତଲାସିଙ୍ଗି ଗ୍ରାମରେ ଅରୁଣ ପଣ୍ଡା ଗାଧୋଇବାକୁ ନିଜ ଆଠ ବର୍ଷର ପୁଅ ସହ ନଦୀକୁ ଯାଇଥଥିଲେ।  ଘୋଡା…

ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ…

ଚୌଦ୍ୱାର: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। କାଲି ରାତିରେ ଭାସିଯାଇ ନିଖୋଜ ହୋଇଥିବା ସୂଚନା। ଲକ୍ଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିଲା ବେଳେ ଅଘଟଣ ଘଟିଛି। ପ୍ରଥମେ ଜଣେ ଖସି ପଡ଼ିଥିଲେ। ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଫସିଯାଇଥିଲେ।…

ବ୍ରିଜ୍ ଉପରେ ସ୍କୁଟି ରଖି ମହାନଦୀକୁ…

କଟକ: ମହାନଦୀକୁ ଡେଇଁ ଯୁବକ ନିଖୋଜ ।  ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି (OD 33 R 9270) ରଖି ମହାନଦୀକୁ ଡେଇଁ ପଡିଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ଯମ ଜାରି ରଖିଛି। ପାଣିକୁ ଡେଇଁବା କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ତେବେ ଯୁବକ…

ଡ଼େରଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟର…

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ଭିତରେ ଜଣେ ଯୁବ ଇଞ୍ଜିନିୟର ପାଣି ବୁଡ଼ି ନିଖୋଜ ହୋଇ ଯାଇଛନ୍ତି। ସୂଚନା ଅନୁଯାୟୀ, ନାଲକୋର ୩ / ୪ ଜଣ ଯୁବକ ରବିବାର ବର୍ଷାରେ ଡ଼େରଜାଙ୍ଗ ଜଳ ସେଚନ ପ୍ରକଳ୍ପକୁ ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଜଳ…