Browsing Category

ଯାଜପୁର

କୋରେଇ ଟ୍ରେନ ଦୁର୍ଘଟଣା: ବାତିଲ ହେଲା ୮…

ଭୁବନେଶ୍ୱର: ଯାଜପୁର କୋରେଇ ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ ୮ଟି ଟ୍ରେନ୍ ଚଳାଚଳକୁ ବାତିଲା କରାଯାଇଥିବା ବେଳେ  ୧୨ଟିର ମାର୍ଗ ପରିବର୍ତ୍ତନ କରାଯାଇଛି। ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ। ସମ୍ବଲପୁର ରୁଟ ଦେଇ ଟ୍ରେନ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା। ବାତିଲ…

କୋରେଇରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ…

ବ୍ୟାସନଗର : ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ସୋମବାର ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ ଯେ, ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନ ଠାରୁ ମାତ୍ର ୧୦ କିମି ଦୂରରେ ରହିଥିବା କୋରେଇ ରେଳଷ୍ଟେସନରେ ପ୍ଲାଟଫର୍ମ ନିକଟରେ ସୋମବାର ସକାଳ ପ୍ରାୟ ୬.୪୫ ମିନିଟ୍ ସମୟରେ ଭଦ୍ରକରୁ କଟକ…

ଟ୍ରେନରୁ ଖସିପଡ଼ି ଦୁଇ ଯାତ୍ରୀ ଆହତ,…

ଯାଜପୁର: ଟ୍ରେନ ଛାଡ଼ିଦେବାରୁ ଖସିପଡିଲେ ୨ଜଣ ଯାତ୍ରୀ । ଦୁଲାଖାପାଟଣା ରେଳ ଷ୍ଟେସନରେ ପଲାସା DMU ପାସେଞ୍ଜର ଟ୍ରେନରେ ଚଢୁଥିବା ବେଳେ ଖସିପଡ଼ି ୨ ଦୁଇ ଯାତ୍ରୀ ଆହତ ହୋଇଛନ୍ତି । ଦୀର୍ଘ ସମୟ ଧରି ଟ୍ରେନକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ । ଅତ୍ୟଧିକ ଭିଡ଼ ଯୋଗୁ ଟ୍ରେନରେ ଚଢିବା ବେଳେ ଅସାବଧାନତା ବଶତଃ…

ଦରମା ଟଙ୍କା ପ୍ରଦାନରେ ବିଳମ୍ବ…

ବ୍ୟାସନଗର: ବ୍ୟାସନଗର ପୈାର ପରିଷଦରେ ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଏବେ ପୈାର କାର୍ଯ୍ୟାଳୟ ବାହାରେ ମଧ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଏହି ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ସବୁକିଛି ଠିକଠାକ ନଥିବା କିଛି ଘଟଣାବଳୀ ସୂଚନା ଦେଇଥିବା ବେଳେ…

ପୁଲିସ କବଜାରେ ୪ ଧଳା ଜହର ବେପାରୀ, ଜବତ…

ଧର୍ମଶାଳା: ଯାଜପୁର  ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ହାତରେ ଏବେ ୪ ଧଳା ଜହର ବେପାରୀ। ସେମାନଙ୍କୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଛି। ତଦନ୍ତରେ ବାଧା ଦୃଷ୍ଟିରୁ ସୂଚନାକୁ ଗୋପନୀୟ ରଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଧରାପଡିଥିବା ଅଭିଯୁକ୍ତ ବେପାରୀକୁ ଗତ କିଛି ଦିନ ହେଲା…

ନବୀନଙ୍କ ଜନ୍ମଦିନରେ କମ୍ପିଲା ଯାଜପୁର,…

ଯାଜପୁର: ୮୦ ଫୁଟର ବିଶାଳ ପୋଷ୍ଟର, ଲେଜର ଲାଇଟର ଚକମକି। ବାଣ ଫୁଟୁଛି, ବାଜା ବାଜୁଛି। ଏକଦମ ରଙ୍ଗାରଙ୍ଗ ପରିବେଶ । ଜନସମୁଦ୍ର ଯାଜପୁର ଜିଲ୍ଲାର ବାଳାଶ୍ରମ ପଡ଼ିଆ । ସମସ୍ତଙ୍କ ମନରେ ଉତ୍ସାହ, ଆଖିରେ ଭଲପାଇବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଏକଦମ ନିଆରା ଢଙ୍ଗରେ ପାଳିଛନ୍ତି…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି…

ଯାଜପୁର: ୧୧ କେଭ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୪ ଚକିଆ ଟ୍ରକ ସହ ଜଳିଗଲେ ଡ୍ରାଇଭର । ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି ଅଘଟଣ ଘଟିଛି…

ନିଜ ଉପରେ କିରାସିନି ଢାଳି ସପ୍ତମ ଶ୍ରେଣୀ…

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ  ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଜଣକ ଏକ ଘରୋଇ ସ୍କୁଲରେ…

ଲାଞ୍ଚ ନେଇ ଗିରଫ ହେଲେ ନିୟୋଜନ ଅଧିକାରୀ…

ଯାଜପୁର ଟାଉନ: ଲାଞ୍ଚ ନେଇ ଗିରଫ ହେଲେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ ତାପସ କୁମାର ସ୍ବାଇଁ ଓ କନିଷ୍ଠ କିରାଣୀ ଜିତେନ୍ଦ୍ର କୁମର ସେଠୀ। କଟକ ଓ ଯାଜପୁର ଭିଜିଲାନସ ଦ୍ବାରା ସେମାନଙ୍କୁ ଗିରଫ କରାଯାଇଛି। ତେବେ କାର୍ଯ୍ଯାଳୟରେ ଭଡା ସୂତ୍ରରେ ଲାଗିଥିବା ଗାଡିର ମାସିକ ଭଡା କାରବାରକୁ ନେଇ ଅଧିକାରୀ…

ଆକାଶରୁ ଖସିଲା ମୃତ୍ୟୁ : ବଜ୍ରପାତରେ…

ବାଲେଶ୍ବର/ଯାଜପୁର : ଆଜି ରାଜ୍ୟରେ ବଜ୍ରପାତରେ ୩ ଜଣଙ୍କର ଜୀବନ ଯାଇଛି। ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୨ ଜଣ ରହିଥିବା ବେଳେ ଜଣେ ବାଲେଶ୍ବର ଜିଲ୍ଲାରୁ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ହେଉଛନ୍ତି-…