ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Drowning

କେଲୁଅ ନଦୀରେ ବୁଡି ଯୁବକ ନିଖୋଜ, ଉଦ୍ଧାର…

ଚଣ୍ଡିଖୋଲ: କେଲୁଅ ନଦୀରେ ବୁଡି ଯୁବକ ନିଖୋଜ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଦେଉଦା ପଂଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଗାଧୋଇ ଯାଇଥିବା ସମୟରେ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ନିଖୋଜ ଯୁବକ ଜଣକ…

ନଦୀରେ ଡଙ୍ଗାବୁଡ଼ି ୫ ନିଖୋଜ, ଭାସୁଥିବା…

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇ ଯାଇଛନ୍ତି । ତେବେ ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳକୁ ପୁଲିସ , ଅଗ୍ନିଶମବାହିନୀ, ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।…

ଗାଧୋଇବାବେଳେ ପୋଖରୀରେ ବୁଡି ଭାଇ…

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ମାଝୀସାହିରେ ପୋଖରୀରେ ବୁଡି ଦୁଇ ଜଣକ ମୃତ୍ୟ ହୋଇଛି। ମୃତକ ଦୁଇ ଜଣ ହେଲେ ସ୍ଥାନୀୟ ଗ୍ରାମର ସ୍ବର୍ଗତ ଲବ ମାଝୀଙ୍କ ୬ବର୍ଷ ଝିଅ ମାଲ ମାଝୀ ଓ ୨ବର୍ଷ ପୁଅ କାର୍ତ୍ତିକ ମାଝୀ। ଏକୁଟିଆ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ…

କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରୁ…

ସୋର: ପୋଖରୀରେ ବୁଡ଼ି ନାବାଳିକା ମୃତ । କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ନାବାଳିକା ମୃତ୍ୟୁବରଣ କରିଛି । ପୋଖରୀରେ ଭସାଯାଇଥିବା ଡଙ୍ଗା ଆଣିବା ବେଳେ ବୁଡ଼ିଯାଇଥିଲା ନାବାଳିକାଜଣକ । ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।ସୂଚନା ଅନୁସାରେ, ଆଜି ସକାଳେ…

ଗାଧୋଉଥିବାବେଳେ ଗୋପାଳପୁର ସମୁଦ୍ରରେ…

ଗଞ୍ଜାମ: ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ଯୁବକ ନିଖୋଜ । ନିଖୋଜ ଯୁବକଜଣକ ହେଲେ ନୟାଗଡ଼ର ଓମକାର (୨୮) । ଗାଧୋଉଥିବାବେଳେ ସମୁଦ୍ରର ଗଭୀର ପାଣିରେ ନିଖୋଜ ହୋଇଯାଇଛନ୍ତି ଯୁବକ । ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଗୋପାଳପୁର ସମୁଦ୍ରରେ ୮ ଜଣ ସାଙ୍ଗ ଏକାଠି ସ୍ନାନ କରୁଥିବାବେଳେ ଏପରି ଅଘଟଣ…

ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ଯୁବକ

ରାୟଗଡ଼ା: ବଂଶଧାରା ନଦୀରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ଗୁଡ଼ାରୀ ନିକଟରେ ସେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ବୁଡ଼ି ଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି।

ନଦୀରେ ଭାସିଗଲେ ନାବାଳିକା

ପାରାଦୀପ: ଅଠରବାଙ୍କୀ ନଦୀରେ ଭାସିଗଲେ ନାବାଳିକା। ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ଯାଇଥିବା ଜଣେ ନାବାଳିକା ନଦୀରେ ଭାସିଯାଇଥିବା ସୂଚନା ମିଳିଛି। ନାବାଳିକା ଜଣଙ୍କ ଆରତୀ ମଲ୍ଲିକ ଓ ତାଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଖୋଜାଖୋଜି ଜାରି…

ଗାଧୋଇବାବେଳେ ବଂଶଧାରା ନଦୀରେ ଭାସି ୨…

ଗୁଣପୁର: ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ୨ ଶିଶୁ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୋଲା ଶୈବପୀଠରେ ଆଜି ଅଭାବନୀୟ ଘଟଣା ଘଟିଛି। ବଂଶଧାରା ନଦୀ ପାଣି ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି ଦୁଇଜଣ । ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ (ବୟସ ୯) ଆଉ ଜଣେ ନାବାଳିକା…

ପାଣି ଉଠାଇବା ସମୟରେ ନଦୀରେ ଭାସିଗଲେ…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଅପଣ୍ଡରା ବେଲପୁର ଠାରେ ଅଭାବନୀୟ ଘଟଣା ଘଟିଛି।  ଦେବୀ ନଦୀରେ ଜଣେ କାଉଡ଼ିଆ ଭାସିଯାଇଥିବା ଜଣାପଡ଼ିଛି। ନଦୀରୁ ପାଣି ଉଠାଇବା ସମୟରେ ଉକ୍ତ କାଉଡିଆ ଜଣଙ୍କ ସୁଅରେ ଭାସିଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି  ଖୋଜାଖୋଜି ଆରମ୍ଭ କରିଛି।

ଗାଧୋଇବାବେଳେ କୁଆଖାଇରେ ବୁଡ଼ିଗଲେ ୪…

ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ…