ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା: ଖୁବଶୀଘ୍ର STF ସହ କଥା ହେବ IB

ଭୁବନେଶ୍ୱର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା। ଖୁବଶୀଘ୍ର STF ସହ ଏନେଇ କଥା ହେବ ଇଣ୍ଟେଲିଯେନ୍ସ ବ୍ୟୁରୋ। ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା ବିରୋଧରେ ସିଲିଗୁଡି ଥାନାରେ ଅଛି ମାମଲା। ଅଫିସିଆଲ ଡାଟା ଲିକ ନେଇ ଅଭିଯୁକ୍ତକୁ ବିରୋଧରେ ହୋଇଥିଲା ସମନ। ହାଜର ନହେବାରୁ ଅଭିଯୁକ୍ତ ବିରୋଧରେ ଜାରି ହୋଇଥିଲା NBW । ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାର ସହ ଯୋଗାଯୋଗରେ ଥିଲେ ପଠାଣି। ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାରର ଘର ସିଲିଗୁଡି। ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି STF । ମ୍ୟୁଲ ଆକାଉଣ୍ଟ କରି ଚଳାଇଥିଲେ ଦେଶଦ୍ରୋହୀ କାର୍ଯ୍ୟ।

Leave A Reply

Your email address will not be published.