ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

NIA

ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ…

କୋଲକାତା: ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (ଏନ୍ଆଇଏ) ଟିମ୍‌…

୪ ରାଜ୍ୟରୁ ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ…

ନୂଆଦିଲ୍ଲୀ: ଆଜି ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଏହି ଚଢାଉରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ ସାମଗ୍ରୀ ମଧ୍ୟ ଜବତ…

କେରଳ ବିସ୍ଫୋରଣ: ଆକ୍ସନ ମୋଡରେ ଅମିତ…

ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆକ୍ସନ ମୋଡକୁ ଆସିଛନ୍ତି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…

ଏନ୍‌ଆଇଏ କାର୍ଯ୍ୟାନୁଷ୍ଠାନ: ରଦ୍ଦହେବ ୧୯…

ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କବାଦୀ ହର୍‌ଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡ଼ା ଏବଂ ଭାରତ ମୁହାଁମୁହିଁ ହୋଇଛନ୍ତି। ରାଜନୈତିକ ଫାଇଦା ପାଇଁ ଜଷ୍ଟିନ ଟ୍ରୁଡୋ ଆଧାରହୀନ ଏବଂ ମନଗଢ଼ା ଅଭିଯୋଗ ଲଗାଇଥିବା ଭାରତ ପକ୍ଷରୁ କୁହାଯାଇଛି। ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ଟ୍ରୁଡୋ ନରମ ଆଭିମୁଖ୍ୟ ପୋଷଣ…

ଓଟିପି ସେୟାରିଂ ମାମଲା: ଅଭିଯୁକ୍ତ…

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆସନ୍ତା କାଲିଠାରୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସ୍‌‌ଟିଏଫ । ପଠାଣିର ସିଲିଗୁଡ଼ି ଥାନାରେ ଥିବା ମାମଲା ସମ୍ପର୍କରେ ଖୋଳତାଡ଼ କରାଯିବା ସହ ଗୁଡୁ…

ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ…

ଭୁବନେଶ୍ୱର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା। ଖୁବଶୀଘ୍ର STF ସହ ଏନେଇ କଥା ହେବ ଇଣ୍ଟେଲିଯେନ୍ସ ବ୍ୟୁରୋ। ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା ବିରୋଧରେ ସିଲିଗୁଡି ଥାନାରେ ଅଛି ମାମଲା। ଅଫିସିଆଲ ଡାଟା ଲିକ ନେଇ ଅଭିଯୁକ୍ତକୁ ବିରୋଧରେ ହୋଇଥିଲା ସମନ। ହାଜର ନହେବାରୁ…

ବିଦେଶରେ ଲୁଚିଛନ୍ତି ଭାରତର ମୋଷ୍ଟ…

ନୂଆଦିଲ୍ଲୀ:ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିଦେଶରେ ଲୁଚି ରହିଛନ୍ତି। ଏମାନେ ବିଦେଶରୁ ଭାରତର ବିରୋଧୀ କାର୍ଯ୍ୟକଳାପ ଚଲାଇଛନ୍ତି। ନିଜ ଗ୍ୟାଙ୍ଗ ମାଧ୍ୟମରେ ଦେଶରେ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ଚାନ୍ଦା ଆଦାୟ କାମ କରୁଛନ୍ତି। ଭାରତ ବିରୋଧୀଙ୍କ ଗଡ଼ ପାଲଟି ଥିବା କାନାଡାରେ…

ଦାଉଦ୍‌ ଇବ୍ରାହିମ୍‌ର ଡି- କମ୍ପାନୀ ଉପରେ…

ମୁମ୍ବାଇ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍‌ ଉପରେ ଏନଆଇଏର ବଡ ଆକ୍ସନ। ଆଜି ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ପଳାତକ ଗ୍ୟାଙ୍ଗ୍‌ଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀମାନଙ୍କୁ ଉପରେ ଚଢ଼ାଉ କରିଛି। ଏହି ୨୦ ଠିକଣା ଦାଉଦର…

ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍, ଗିରଫ…

ଜୟପୁର: ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍ । ଗିରଫ ହାର୍ଡକୋର ମାଓ ନେତା ଦୁବାସି ଶଙ୍କରକୁ ପଚରାଉଚରା କରିବା ପାଇଁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । କୋର୍ଟ ଏନଆଇଏ କରିଥିବା ଆବେଦନର ତର୍ଜମା କରୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଟପ୍ ମାଓ ନେତା ଦୁବାସିକୁ ଗିରଫ କରିଥିଲା ପୁଲିସ…

କାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର…

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ । ଲାଲ ବଜାରରେ ଔଷଧ ଦୋକାନୀ ମଖନ ଲାଲ ବିନ୍ଦ୍ରୁ ଏବଂ ଭେଲପୁରୀ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଏନଆଇଏ ଅନୁସନ୍ଧାନ କରିବ, ବିନ୍ଦ୍ରୁ ଜଣେ…