Browsing Tag

STF

ଏସ୍‌ଟିଏଫ ଓ ଫୁଲବାଣୀ ବନ ବିଭାଗର ଚଢ଼ାଉ:…

ଫୁଲବାଣୀ: କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଏସଟିଏଫ୍‌ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି । କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫର ତୀକ୍ଷ୍‌ଣ ନଜରରେ ପଡ଼ିଛନ୍ତି ବାଘ ଶିକାରୀ । ନୟାଗଡ଼ ବନଖଣ୍ଡର ଅରଣିଗଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିଥିବା ଶିକାରୀ ଓ…

STF କୁ ବଡ ସଫଳତା: କୋଟିଏରୁ ଉର୍ଦ୍ଧ୍ବ…

ଖୋର୍ଦ୍ଧା: ଏସଟିଏଫ ମିଳିଛି ବଡ ସଫଳତା । ପୁଣି ଏସଟିଏଫ ପଞ୍ଝାରେ ୩ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି।…

ଏନ୍‍ସିବି ପଞ୍ଝାରେ ଆଜାଦ ପରଭେଜ୍‌

ଭୁବନେଶ୍ୱର : ଚକମା ଦେଇ ଫେରାର ଥିବା ବାଲେଶ୍ୱର ଅଞ୍ଚଳର କୁଖ୍ୟାତ ନିଶା ମାଫିଆ ଏମ୍‍.ଡି ଆଜାଦ୍‍ ପରଭେଜ୍‍(୬୨) ଏନ୍‍ସିବି ହାତରେ ଧରାପଡ଼ିଛି। କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ ଗୌହାଟୀ ଯାଇ ନିଶା ମାଫିଆ ଆଜାଦ୍‍କୁ ପଚରାଉଚରା କରି ଭୁବନେଶ୍ୱର ଫେରିଛି। ଏହି ପଚରାଉଚରା ସମୟରେ ଏସ୍‍ଟିଏଫ ଆନ୍ତଃରାଜ୍ୟ ନିଶା…

ଏସଟିଏଫ ଜାଲରେ ୩ ବ୍ରାଉନସୁଗର ବେପାରୀ,…

ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବ୍ରାଉନସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍‌ ସମୀର ଏବଂ ସୟଦ୍‌ ଇମ୍‌ତିୟାଜ୍ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ…

ଏସଟିଏଫର ଚଢାଉ: ହାତୀଦାନ୍ତ ଜବତ, ୨ ଗିରଫ

କେନ୍ଦୁଝର: ଏସଟିଏଫ ଦ୍ଵାରା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ପାଟୁଙ୍ଗ-କଲଣ୍ଡା ରାସ୍ତାରୁ ୫ କେଜି ୬ ଶହ ଗ୍ରାମ ଓଜନର ୨ଟି ହାତୀଦାନ୍ତ ଜବତ କରାଯାଇଛି। ଏଥି ସହିତ ହାତୀ ଦାନ୍ତ କାରବାର ମାମଲାରେ ୨ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ସୂଚବା ଅନୁଯାୟା, ହାତୀ ଦାନ୍ତ କାର ବାରର ଖବର ପାଇ ଏସଟିଏଫ…

ଏସଟିଏଫ ଚଢ଼ାଉ: ପୁଣି ବିପୁଳ ପରିମାଣର…

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଏସଟିଏଫର ଚଢ଼ାଉ। ବିପୁଳ ପରିମାଣର ବ୍ରାଉନସୁଗର ଜବତ କଲା ଏସଟିଏଫ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ ସାମନ୍ତରାପୁର ଅଞ୍ଚଳର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିବାପରେ ବଜାର ଭିତରେ ଥିବା ଏକ ପରିବା…

ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା…

ଭୁବନେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ଯବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏହି ଘଟଣାରେ ବଜ୍ରକାପ୍ତା ବ୍ୟବସାୟୀ ଅଜିତ କୁମାର ବୁଡେକୁ ଗିରଫ…

ପଶ୍ଚିମବଙ୍ଗରୁ କୁଖ୍ୟାତ ଆନ୍ତଃରାଜ୍ୟ…

ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ । ଡ୍ରଗ୍ସ ମାଫିଆ ଏସକେ. ଲାଲୁକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଓଡ଼ିଶା STF ଟିମ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଲଗାତାର ୨ ଦିନ ରେଡ୍ ପରେ ଏସଟିଏଫ୍ ହାତରେ ଧରାପଡ଼ିଛି ଏସକେ. ଲାଲୁ । ପଶ୍ଚିମବଙ୍ଗର ପଲାସିପାରା ଥାନା…

ଅନଲାଇନ୍ ଟ୍ୟାକ୍ସି ବୁକ୍ କରି ବାହାର…

ଭୁବନେଶ୍ବର: ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ଚୋରା ଚାଲାଣକାରୀ ‌। ଭୁବନେଶ୍ବର ନୟାପଲ୍ଲୀ ଥାନା ସହାୟତାରେ ଏସଟିଏଫ ୪୦ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ୪୦ କେଜି ଜବତ ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅନଲାଇନ୍ ଟ୍ୟାକ୍ସି ବୁକ୍…

ଏସଟିଏଫ ଓ ବନବିଭାଗର ମିଳିତ ଚଢାଉ: ୨ଟି…

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ଏସଟିଏଫର ରେଡ୍ । ୨ ବାଘ ଛାଲ ଜବତ ସହ ୨ ଜଣଙ୍କୁ ଧରିଛି ସ୍ୱତନ୍ତ୍ର ଟାସ୍କଫୋର୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ରେଡ୍ କରିଥିଲା ଏସଟିଏଫ୍ ଓ ବେତନଟୀ ବନ ବିଭାଗ । ଅଭିଯୁକ୍ତଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ…