ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୪-୬-୨୦୨୧)

ମେଷ: ବହୁ ଚେଷ୍ଟା କରି ସୁଫଳ ପାଇବେ । ସାଂସାରିକ ବ୍ୟସ୍ତତା ଭିତରେ କଟିବ। ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ବୃଷ: ଦିନଟିରେ ବହୁ ପ୍ରତୀକ୍ଷିତ କାର୍ଯ୍ୟ ପୂର୍ଣ୍ଣ ହେବ | ଅର୍ଥପ୍ରାପ୍ତି ସହ ଉନ୍ନତି ହେବ । ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ପାଇବ I ବାଣିଜ୍ୟ ଉତ୍ତମ ହେବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ମିଥୁନ: କର୍ମକ୍ଷେତ୍ରରେ ସୁଖସମ୍ମାନ ପ୍ରାପ୍ତି ହେବ । ମହିଳାମାନେ ସ୍ବାଭିମାନ ଅକ୍ଷୁଣ୍ଣ ରଖିବେ | କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

କର୍କଟ: ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ | ଅନ୍ୟ ପାଇଁ ସମସ୍ୟାରେ ପଡିବେ | ରାଜନୀତିରେ ଅସହଯୋଗ ରହିବ I ବାଣିଜ୍ୟ ମନ୍ଥର ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ସାଂସାରିକ ଅଭାବ ଅସୁବିଧା ରହିବ । ପ୍ରଶାସନିକ ଅଭିଯୋଗ ଆସିବ। ବାଣିଜ୍ୟିକ ଅସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କନ୍ୟା: ଦିନଟି ଉତ୍ସାହଜନକ ରହିବ| ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ | ଚାକିରିରେ ପ୍ରଶଂସିତ ହେବେ | ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ତୁଳା: ଉଦ୍‌ଯୋଗ କରି ଆଗେଇ ଚାଲିବେ | ଆର୍ଥିକ ସ୍ବଚ୍ଛଳତା ରହିବ ଚାକିରିରେ ନିଷ୍ଠାପର ରହିବେ ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା :ହେଉଥିବା କାର୍ଯ୍ୟ ଅଳ୍ପକେ ଅଟକିଯାଇପାରେ । ଚାକିରିରେ ଅବହେଳା ରହିବ | ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ଧନୁ: କେତେକ କ୍ଷେତ୍ରରେ ସମସ୍ୟା ରହିବ | ଚାକିରିରେ ଚାପ ରହିବ | ରାଜନୀତିରେ ଶତ୍ରବୃଦ୍ଧି ହେବେ | ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ | ସାଂସାରିକ ଓ ଭ୍ରାତୃଭଗ୍ନୀଙ୍କ ସହଯୋଗ ମିଳିବ । ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ : ଅର୍ଥଚିନ୍ତା ସହ ସମସ୍ୟାରେ ରହିବେ । ଚାକିରିରେ ଅବହେଳା ରହିବ | ମହିଳାମାନେ ହତାଦର ହେବେ | ବାଣିଜ୍ୟରେ ପ୍ରତିକୂଳ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ମୀନ : ଦିନଟି ଚଳଚଞ୍ଚଳ ରହିବେ । ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳ ହେବେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ମେରୁନ୍

Leave A Reply

Your email address will not be published.