ମଙ୍ଗଳବାର ରାଶିଫଳ ( ୨୪-୦୮-୨୦୨୧ )
ମେଷ:ଦିନଟି ଶୃଙ୍ଖଳିତ ଭାବରେ କଟିବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ଧଳା
ବୃଷ:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ ସ୍ଥାନଚ୍ୟୁତ ହୋଇପାରନ୍ତି। ପରିବହନ,ଶିଳ୍ପ ଓ ବାଣିଜ୍ୟ ପ୍ରତିକୂଳ ରହିବ।…