ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଁରେ ଝାଡ଼ା ବାନ୍ତି ଆତଙ୍କ: ୬୦ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି, ଆତଙ୍କିତ ଗ୍ରାମବାସୀ

କାମାକ୍ଷାନଗର: କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ଗାଁରେ ଦେଖା ଦେଇଛି ଝାଡ଼ା ବାନ୍ତି ଆତଙ୍କ। ଝାଡ଼ା ବାନ୍ତିରେ ଗାଁର ୬୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିଚିତ ହେଉଛନ୍ତି। ଦୂଷିତ ପାନୀୟ ଜଳ ଯୋଗୁଁ ଏହି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଗାଁକୁ ବର୍ତ୍ତମାନ ସୁଦ୍ଧା କୌଣସି ଡାକ୍ତରୀ ଟିମ ପହଞ୍ଚି ନ ଥିବା ଜଣାପଡିଛି।

Leave A Reply

Your email address will not be published.