ବାଇକକୁ ପଛପଟୁ ପିଟିଲା ଟ୍ରକ; ଝିଅ ମୃତ,…
କାମାକ୍ଷାନଗର: ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ପଛପଟୁ ପିଟିଲା ଟ୍ରକ । ଦୁର୍ଘଟଣା ଯୋଗୁଁ ଝିଅ ମୃତ ବାପା ଗୁରୁତର । ବାପ ଝିଅ ଦୁହେଁ ନିଜ ବାଇକ ସାହାଯ୍ୟରେ ନିଜ ଘର ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶଶୁର ଘରକୁ…