ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୦୪-୦୧-୨୦୨୨)

ମେଷ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ଚାକିରିରେ ଦୂରଯାତ୍ରା କରିପାରନ୍ତି । ରାଜନୀତିରେ ସହଯୋଗ ପାଇବେ। ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କପି ।

ବୃଷ: କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। । ରାଜନୀତିରେ ଜନସେବାରେବ୍ରତୀ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

ମିଥୁନ, କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ସାଂସାରିକ ସମସ୍ୟା ନେଇ ଚିନ୍ତିତ ରହିବେ । ରାଜନୀତିରେ ଶତ୍ରବୃଦ୍ଧି ହେବେ। ଶିଳ୍ପ ଓ ବାଣିଜ୍ୟରେ ନୈରାଶ୍ୟଜନକ ଦେଖାଦେବା ଶିକ୍ଷାର୍ଥୀ ବିଶୃଙ୍ଖଳାରେ ରହିବେ । ଶୁଲ ଅଙ୍କ-୩, ଶୁଭ ରଙ୍ଗ – କ୍ରିମ୍ ।

କର୍କଟ: ସମାଜରେ ଉତ୍ତମ ଆସନରେ ଫଳକୃତ ହେବେ । ମହିଳାମାନେ ଯଶ କୀର୍ତିପାଇବେ । ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍ଗ-୯, ଶୁଭ ରଙ୍ଗ-ମେରୁନ୍ |

ଏଥିସହିତ ପଢ଼ନ୍ତୁ

ସିଂହ: କେତେକ କ୍ଷେତ୍ରରେ ଉତ୍ତେଜନା ରହିଲେ ମଧ୍ୟ ସଫଳତା ମିଳିବ। ରାଜନୀତିରେ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ଚଳଚଞ୍ଚଳ ରହିବେ। ଶିକ୍ଷାର୍ଥୀ ଦୃଢ଼ମନା ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍।

କନ୍ୟା: ପରିଶ୍ରମର ଫଳ ପାଇବେ। ଚାକିରିରେ ସୁଚାରରୂପରେ କାର୍ଯ୍ୟ ତୁଲାଇବେ । ମହିଳାମାନେ ରକ୍ଷଣଶୀଳ ରହିବେ । ବାଣିଜ୍ୟରେ ସଫଳ ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍।

ତୁଳା: ବିଳମ୍ବରେ କାର୍ଯ୍ୟ ସମ୍ପାଦନ କରିବେ। ବନ୍ଧୁ ବିଚ୍ଛେଦ ଯୋଗ ରହିଛି। ଚାକିରିରେ ଅସହଯୋଗ ଉପଲବ୍ଧ ହେବ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍ଗ- ୮, ଶୁଭ ରଙ୍ଗ- କଳା ।

ବିଛା: କୌଣସି ବଡ଼ ଧରଣର କାର୍ଯ୍ୟକୁ ତୁଲାଇବେ | ସାଂସରିକ ଦକ୍ଷ ପ୍ରତିପାଦିତ ହେବେ। ରାଜନୀତିରେ ଉଚ୍ଚସମ୍ମାନ ପାଇବେ। ବାଣିଜ୍ୟରେ ସଫଳତା ପାଇବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ ।

ଧନୁ: ଶୃଙ୍ଖଳିତ ଧାରାରେ କାର୍ଯ୍ୟକରି ସଫଳ ହେବେ । ଚାକିରିରେ ନିଷ୍ଠା ରହିବ। ମହିଳାମାନେ କର୍ମତତ୍ପର ରହିବେ । ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି।

ମକର: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ସମ୍ପର୍କ ରହିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧିପାଇବ | କଳା, ବିଜ୍ଞାନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

କୁମ୍ଭ: ବ୍ୟୟାଧିକ କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି । ମହିଳାମାନେ ହତାଦର ହେବେ । ଚାକିରିରେ ଚାପ ରହିବ। ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତି ରହିବ । ଶିକ୍ଷାର୍ଥୀଅସ୍ଥିର ରହିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ସିଲଭର୍ |

ମୀନ: ସ୍ବପ୍ନସାକାର ହେବ | ମହିଳାମାନେ ନୂତନ ନିଯୁକ୍ତିର ସୁବିଧା ପାଇପାରନ୍ତି। ରାଜନୀତିରେ ସକ୍ରିୟ ନେତୃତ୍ବ ରହିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳ ମିଳିବ । ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।

Leave A Reply

Your email address will not be published.