ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଚାଞ୍ଚଲ୍ୟ: ପୁଅର ମୁଣ୍ଡ ଜାମିନ ରଖି ଅପହରଣ ଅଭିଯୋଗ ଆଣିଲେ ବାପା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁଅର ମୁଣ୍ଡ ଜାମିନ ରଖି ଅପହରଣ ଅଭିଯୋଗ ଆଣିଲୋ ବାପା। ସ୍କୁଲରେ ମାତ୍ରାଧିକ ରାଗିଂ ନେଇ ଗତ କାଲି ସକାଳୁ  ଅଭିଯୋଗ ଆସିଥିଲା। ପରେ ଗତକାଲି ରାତିରେ ଅପହରଣ ନେଇ ମିଳିଥିଲା ସୂଚନା ।ଛାତ୍ରର ନାମ ହୃଦଏସ ପଣ୍ଡା। ବୟସ ୧୬। ସେ ପଟିଆ ସ୍ଥିତ ଏକ ଘରୋଇ ସ୍କୁଲରେ +୨ ରେ ପଢ଼ନ୍ତି ।

ଅପହରଣ ସୂଚନା ପାଇବା ପରେ ଆଇନର ଆଶ୍ରୟ ନେଇଛନ୍ତି ବାପା ରାମକୃଷ୍ଣ ପଣ୍ଡା । ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି। ଅଜ୍ଞାତ ନମ୍ବରରୁ ଫୋନ କଲ ଆସୁଥିବା ବାପା ରାମକୃଷ୍ଣ କହିଛନ୍ତି। ଗତକାଲି ୪ ଟା ବେଳେ ଶେଷଥର କଥା ହୋଇଥିଲେ । ପୁଅର କେହି ମୁଣ୍ଡ ଜାମିନ ରଖିଥିବା ନେଇ ବାପାଙ୍କ ଆଶଙ୍କା । ଖବର ପାଇ ପାରାଦୀପରୁ ଆସି ସ୍କୁଲରେ ପହଞ୍ଚିଛନ୍ତି ବାପା । ବାପା ରାମକୃଷ୍ଣ ଜଣେ ମେରାଇନ ପାଇଲଟ ।

Leave A Reply

Your email address will not be published.