Browsing Tag

bbsr

ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା:…

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଦୁର୍ବୃତ୍ତ। ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା ।  ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ଯାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି…

ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ଲେଡି…

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ଲେଡି ଲୁଟେରା ଗ୍ୟାଙ୍ଗ ଠାବ ହୋଇଛି। ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଅଟକ ରଖିଲା ଆରପିଏଫ। ଚଳନ୍ତା ଟ୍ରେନ ଓ ଷ୍ଟେସନରେ ସେମାନେ ଚୋରି କରୁଥିଲେ। ସେମାନଙ୍କ ଠାରୁ ମହିଳାଙ୍କ ଭ୍ୟାନଟି ବ୍ୟାଗ, ସୁନା ଚେନ, ମୋବାଇଲ ସହ ଚୋରି ସାମଗ୍ରୀ ଜବତ କରାଯାଇଛି।…

ରାଜଧାନୀରେ ଅଗଷ୍ଟ ମାସ ଠାରୁ…

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ୍ୟ ସୁଧାର ଆସିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଅଗଷ୍ଟକୁ ମାସକୁ ବଳିଯାଇଛି ସେପ୍ଟେମ୍ବର। ଅଗଷ୍ଟ ଠାରୁ ସେପ୍ଟେମ୍ବରରେ ରାଜଧାନୀର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ସେପ୍ଟେମ୍ବର ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ…

ଭିଏସଏସ ନଗରରେ ଭଉଦଘାଟିତ ହେଲା ସହରାଞ୍ଚଳ…

ଭୁବନେଶ୍ବର: ଭୁବନେଶ୍ୱରରେ ଉଦଘାଟିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସଏସ ନଗରରେ ଏହି କେନ୍ଦ୍ର ଆଜି ଉଦଘାଟିତ ହୋଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ…

ମାୟାବିନୀଙ୍କ ମାୟାଜାଲ: ରାଜଧାନୀରେ…

ଭୁବନେଶ୍ୱର: ରୂପଜୀବୀ ପରେ ଏବେ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍‍ ପଦାକୁ ଆସୁଛି। ମାୟାବିନୀମାନେ ରାଜଧାନୀରେ ବିଛାଇଛନ୍ତି ମାୟାଜାଲ। ଆଉ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ଙ୍କ ମୋହରେ ପଡ଼ିଲେ ସର୍ବସ୍ୱ ଲୁଟିନେବେ ଲେଡି ଠକ। ଠକେଇର ଶିକାର ହୋଇ ଅନେକ ଲୋକ ସାମାଜିକ ଲଜ୍ଜା ଓ ଗିରଫ ଭୟରେ ଥାନାରେ ଅଭିଯୋଗ…

ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ…

ଭୁବନେଶ୍ବର: ବରମୁଣ୍ଡା ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ଯ ଜୋରଦାର ଭାବେ ଆଗେଇ ଚାଲିଛି।  ଆଜି ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ଯର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ । ସାଙ୍ଗରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ୧୮୦ କୋଟି ବ୍ୟୟରେ ବସ ଟର୍ମିନାଲ କାର୍ଯ୍ଯ ନିର୍ମାଣ ଚାଲିଛି।…

ପୁଲିସକୁ ଜଣାଇଲେ ଧନ୍ଯବାଦ, ହଜିଯାଇଥିବା…

ଭୁବନେଶ୍ବର: ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ଯାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଥିଲା ମୋବାଇଲ ମେଳା। ହଜି ଯାଇଥିବା ଏବଂ ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ କମିସନରେଟ ପୁଲିସ ମୋବାଇଲ ମାଲିକଙ୍କୁ ଫେରାଇଛି। ଏହାରି ମଧ୍ଯରେ ଜଣେ ବ୍ଯକ୍ତି ତାଙ୍କ ମୋବାଇଲ ପାଇବା ପରେ କୋହ ସମ୍ଭାଳି ନପାରି ଭୋଭୋ ହୋଇ…

ରାଜଧାନୀରେ ଉତ୍ପାତ କଲେଣି ମଦୁଆ: ପାର୍ବଣ…

ଭୁବନେଶ୍ୱର: ଛକ ଛକରେ ଖଟି। ଆଉ ଖଟିରେ ମଦୁଆ କରୁଛନ୍ତି ଉତ୍ପାତ। ପାର୍ବଣ ଆସୁଥିବାରୁ ଅଶାନ୍ତ ହୋଇଗଲାଣି ରାଜଧାନୀ। ଆଗକୁ ପୂଜା ଥିବାରୁ ଏବେ ଠାରୁ ରାଜଧାନୀରେ ମାତିଲେଣି ମଦୁଆ। ସନ୍ଧ୍ୟାରୁ ରାତି ଯାଏଁ ରାଜଧାନୀରେ ଜମୁଛି ମଦର ଆସର। ମଦ ନିଶାରେ ମତୁଆଲା ହେଉଛନ୍ତି ନିଶାଡ଼ି। ରାତି ଅଧ ପର୍ଯ୍ୟନ୍ତ ବାର୍‍…

ରାଜଧାନୀରେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଭୁବନେଶ୍ୱରରେ ଛାତ୍ରଙ୍କ ଆତ୍ମହତ୍ୟା । ଗୋଠପାଟଣା ଆଦ୍ୟାନ୍ତ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।କଲେଜ ହଷ୍ଟେଲର ଏକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି।  ଉକ୍ତ ଛାତ୍ରଙ୍କ ନାଁ ସୂର୍ଯ୍ଯ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ…

ଧଉଳି ଶାନ୍ତି ସ୍ତୂପର ପାଳନ ହେବ…

ଭୁବନେଶ୍ୱର: ଧଉଳି ଶାନ୍ତି ସ୍ତୂପର ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ । ସୁବର୍ଣ୍ଣ ଜୟନ୍ତୀ ଲାଗି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଚଳିତ ମାସ ଶେଷ ସୁଦ୍ଧା ଯେପରି ସଂରକ୍ଷଣ ଓ ସୌନ୍ଦର୍ଯ୍ଯକରଣ ସରିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ…