ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Rajya Sabha

କାମ ଦେଲାନି ବିରୋଧୀଙ୍କ ରଣନୀତି,…

ନୂଆଦିଲ୍ଲୀ: ବିରୋଧୀଙ୍କ ସବୁ ରଣନୀତି ଫେଲ୍‌ । ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ । ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍‌କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇନି। ଶେଷରେ ଏହି ବିଲ୍ ବହୁମତରେ ପାସ ହୋଇଛି । ବିଲ୍ ସମର୍ଥନରେ ପଡ଼ିଲା ମୋଟ ୧୩୧ ଭୋଟ । ବିଲ୍…

କାହିଁକି ବଦଳିଲାନି ନୂତନ ସଂସଦରେ…

ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଧାର୍ମିକ ଗୁରୁଙ୍କୁ ନିମନ୍ତ୍ରଣ କରାଯାଇଛି। ନୂତନ ସଂସଦ…

ରାଜ୍ୟସଭା ସ୍ୱାଧିକାର କମିଟିର ସଦସ୍ୟ…

ଭୁବନେଶ୍ୱର: ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜକୁ ରାଜ୍ୟସଭାରେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର୍‍ ଶ୍ରୀ ମଙ୍ଗରାଜଙ୍କୁ ରାଜ୍ୟସଭାର ସ୍ୱାଧିକାର କମିଟିରେ ସ୍ଥାନ ଦେଇଛନ୍ତି। ପୂର୍ବରୁ ବିଜେଡି…

୮ ବର୍ଷରେ ବିରୋଧୀଙ୍କ ଉପରେ ହୋଇଛି…

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ଆଜି ରାଜ୍ୟସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ। ଯାହାକୁ ନେଇ ରାଜ୍ୟସଭାରେ ଆଜି ହଙ୍ଗାମା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଞ୍ଜୟ ସିଂହ କହିଛନ୍ତି ଯେ,…

କେନ୍ଦୁପତ୍ରରୁ ଜିଏସଟି ଛାଡ କରିବାକୁ…

ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର । ଓଡିଶାର ୮ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ନିଜର ଗୁଜରାଣ ମେଣ୍ଟାଉଛନ୍ତି । କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲାଗୁ କରିବା…

ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ ଭାବେ…

ଭୁବନେଶ୍ବର : ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ଆଜି ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା ଓ ଦଳର…

ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ…

ଭୁବନେଶ୍ୱର: ଆଜି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିବେ। ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭା ପରିସରରେ ପୂର୍ବାହ୍ନ ୧୧ଟା ସମୟରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ମାନସ ମଙ୍ଗରାଜ ରାଜ୍ୟ…

ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪…

ଭୁବନେଶ୍ବର: ବିଜେଡିର ୪ ରାଜ୍ଯସଭା ପ୍ରାର୍ଥୀ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାନସଭାର ସ୍ବତନ୍ତ୍ର ପ୍ରକୋଷ୍ଠରେ ଏହି ନାମାଙ୍କନ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି…

ବିଧାନସଭାରେ ବିଜେଡିର ୪ ରାଜ୍ୟସଭା…

ଭୁବନେଶ୍ୱର: ବିଧାନସଭାରେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ପହଞ୍ଚିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୪ ରାଜ୍ୟସଭା ପ୍ରାର୍ଥୀ। ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ । ୩ଟି ଆସନରେ ନିର୍ବାଚନ ପାଇଁ…

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ…

ଭୁବନେଶ୍ୱର: ବିଜେଡି ପକ୍ଷରୁ ମନୋନୀତ ହୋଇଥିବା ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେଡି ସାଂସଦ ପ୍ରାର୍ଥୀ ସୁଲତା ଦେଓ, ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ…