ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

କାମ ଦେଲାନି ବିରୋଧୀଙ୍କ ରଣନୀତି, ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ

ନୂଆଦିଲ୍ଲୀ: ବିରୋଧୀଙ୍କ ସବୁ ରଣନୀତି ଫେଲ୍‌ । ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ । ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍‌କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇନି। ଶେଷରେ ଏହି ବିଲ୍ ବହୁମତରେ ପାସ ହୋଇଛି । ବିଲ୍ ସମର୍ଥନରେ ପଡ଼ିଲା ମୋଟ ୧୩୧ ଭୋଟ । ବିଲ୍ ବିରୋଧରେ ପଡ଼ିଲା ୧୦୨ ଭୋଟ । ପୂର୍ବରୁ ଲୋକସଭାରେ ପାସ୍ ହୋଇଛି ଏହି ବିଲ୍ । ଏବେ ଏହି ବିଲ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇନରେ ପରିଣତ ହେବ ।

Article Bottom (Mobile Only)

ରାଜ୍ୟସଭାରେ ସୋମବାର ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଚର୍ଚ୍ଚା ବେଳେ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ନିର୍ବାଚିତ ସରକାରଙ୍କ ଅଧିକାରଙ୍କୁ କମ କରି ସୁପର ସିଏମ୍ ହେବା ଉଦ୍ୟମ କରାଯାଉଥିବା ଅଭିଯୋଗ କରିଥିଲା ।

Leave A Reply

Your email address will not be published.