ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

OPSC

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ…

କଟକ : ପ୍ରକାଶ ପାଇଛି ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ। ଆଜି ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୨୦ ବର୍ଷରେ ମୋଟ୍‌ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ମହିଳା ରହିଛନ୍ତି। ୨୦୨୦ ବର୍ଷର ସିଭିଲ୍…

ସେପ୍ଟେମ୍ୱର ୩୦ ଯାଏଁ ହେବ ଓପିଏସସି…

ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ହେଉଥିବା ସାକ୍ଷାତକାର ପରୀକ୍ଷା ସେପ୍ଟେମ୍ବର ୩୦ ଯାଏ ହେବ। ତେବେ, ଏହି ସମୟରେ ଯେଉଁମାନେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଛନ୍ତି, ତାଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ…

ଆସନ୍ତା ୨୭ ତାରିଖରେ ହେବ ASO ପରୀକ୍ଷା,…

ଭୁବନେଶ୍ୱର: ଆସନ୍ତା ୨୭ରେ ହେବ ASO ପରୀକ୍ଷା । ବନ୍ୟା ଯୋଗୁ ଘୁଞ୍ଚିଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ହେବ। ଏନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୭ ତାରିଖ ଅର୍ଥାତ୍ ଶନିବାର ଦିନ ASO ପରୀକ୍ଷା ହେବ । ଏହି ପରୀକ୍ଷା ୩ଟି ସିଟିଂରେ ହେବ।…

ଘୋଷଣା ହେଲା ଓଡ଼ିଶା ପ୍ରଶାସନିକ ସେବା…

ଭୁବନେଶ୍ବର:ଓଡ଼ିଶା ପ୍ରଶାସନିକ ସେବା (OCS) ର ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୬ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି। ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ। ପରୀକ୍ଷା ସଂପର୍କୀୟ…

ଓପିଏସସି ୱେବ ସାଇଟ୍‍ ତ୍ରୁଟି: ଓସିଏସ୍‍…

ଭୁବନେଶ୍ୱର: ଓପିଏସସି(ଓଡ଼ିଶା ଲୋକସେବା ଆୟୋଗ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓସିଏସ୍‍) ଦେବାପାଇଁ ଚଳିତ ବର୍ଷ ଅନେକ ଆଶାୟୀ ବଞ୍ଚିତ ହେବାକୁ ଯାଉଛନ୍ତି। ୱେବ୍‍ ସାଇଟ୍‍ ତ୍ରୁଟି ଯୋଗୁ ଅତିରିକ୍ତ ସୁଯୋଗ ମିଳିବାକୁଥିବା ଆଶାୟୀଙ୍କୁ ଚଳିତ ବର୍ଷରେ ଅଧିକାଂଶ ପିଲାଙ୍କୁ ସୁଯୋଗ…

ବିନା ଲିଖିତ ପରୀକ୍ଷାରେ ଚୟନ: ନିଯୁକ୍ତ…

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜ ଗୁଡିକରେ ଓଇଏସ୍ ବର୍ଗର ୬୦୬ ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରୁପ୍-ଏ) ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ବିନା ଲିଖିତ ପରୀକ୍ଷାରେ ଚୟନ କରାଯିବ। କେବଳ କ୍ୟାରିୟର ମାର୍କିଂ ଓ ସାକ୍ଷାତକାର ମାର୍କିଂ…

ଆସିଷ୍ଟାଣ୍ଟ ପ୍ରଫେସର ଚୟନରେ ୟୁଜିସି…

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବାବେଳେ ଓପିଏସ୍‍ସି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅଭିଯୋଗ ହେଉଛି। ଆସିଷ୍ଟାଣ୍ଟ…

ଅଗଷ୍ଟ ୨୭ରେ ଓଡ଼ିଶା ସିଭିଲ ସର୍ଭିସ…

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୭(ଶୁକ୍ରବାର)ରେ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ୧୨ଟା ପ୍ରଥମ ପେପର ଜିଏସ୍ । ସାଢ଼େ ୧ରୁ ସାଢ଼େ ୩ଟା ୨ୟ ପେପର ପରୀକ୍ଷା ହେବ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁରରେ…