ପ୍ରକାଶ ପାଇଲା ଓଜେଏସ୍ ପରୀକ୍ଷା ଫଳ,…
ଭୁବନେଶ୍ୱର: ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍(ଓଜେଏସ୍) ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ପ୍ରଥମ ୧୦ଟି ସ୍ଥାନରେ ୮ ଜଣ ଅଛନ୍ତି ଝିଅ । ସୁଶ୍ରୀତା ମିଶ୍ର ଏହି ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ।…