ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kalinga Stadium

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି…

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ଏହି ପ୍ରକଳ୍ପଗୁଡ଼ିକରେ ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ, ଇନଡୋର ଆକ୍ୱାଟିକ୍ସ ଷ୍ଟାଡିୟମ, ଟେନିସ୍ ସେଣ୍ଟର, ହକି ହାଇ ପର୍ଫମାନ୍ସ ସେଣ୍ଟର, ଜିମ୍ନାଷ୍ଟିକ୍…

ଏଫ୍‌‌ଆଇଏଚ୍‌‌ ପ୍ରୋ-ଲିଗ୍‌‌ ହକି:…

ଭୁବନେଶ୍ବର: ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫ୍‌‌ଆଇଏଚ୍‌‌ ହକି ପ୍ରୋ-ଲିଗ୍‌‌ (ପୁରୁଷ)ର ୪ର୍ଥ ସଂସ୍କରଣ ଆଜି ଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆଜି  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି।…

ଅକ୍ଟୋବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ…

ଭୁବନେଶ୍ବର: ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ। ପୁରୁଷ FIH ପ୍ରୋ ଲିଗ୍ ହକି ୨୦୨୨/ ୨୩ ପାଇଁ କାର୍ଯ୍ଯସୂଚି ପ୍ରକାଶ ପାଇଛି। ଅକ୍ଟୋବର ୨୮ରୁ ନଭେମ୍ବର ୬ ତାରିଖ ଯାଏ  ଏହି ଲିଗ ମ୍ଯାଚ ଅନୁଷ୍ଠିତ ହେବ। ୨୮ ତାରିଖରେ ଭାରତ ବନାମ ନିଉଜଲାଣ୍ଡ ରହିଥିବା ବେଳେ ୨୯ ତାରିଖରେ ନିଉଜଲାଣ୍ଡ ଓ ସ୍ପେନ ମଧ୍ୟରେ…

ଫିଫା ୧୭ ବର୍ଷରୁ କମ୍‌‌ ମହିଳା…

ଭୁବନେଶ୍ୱର: ଚଳିତ ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକ୍‌‌ପରେ ଆୟୋଜକ ଭାରତ ଗ୍ରୁପ୍‌‌ ଏ’ରେ ତା’ର ଦ୍ୱିତୀୟ ମୁକାବିଲାରେ ଆଜି ଉତ୍ତରପୂର୍ବ ଆଫ୍ରିକୀୟ ଦେଶ ମରକ୍କୋକୁ ଭେଟିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳାଯିବ। ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ…

ଆଜିଠୁ ‘ଫିଫା’ ୧୭ ବର୍ଷରୁ କମ୍‍ ମହିଳା…

ଭୁବନେଶ୍ୱର: ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ହକି ପରେ ଏବେ ଫୁଟବଲ୍‍ ଫିଭର। ଆରମ୍ଭ ହେବ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ…

ଅନ୍ତର୍ଜାତୀୟ ପ୍ରତିଯୋଗିତାର ବିଶ୍ବକପ୍‌…

ଭୁବନେଶ୍ବର : ବିଶ୍ୱ ଫୁଟ୍‍ବଲର ସର୍ବୋଚ୍ଚ ସଂସ୍ଥା ଫିଫାର ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍ର ୭ମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ। ମହିଳା ଫୁଟ୍‍ବଲ ଜୁନିଅର ବିଭାଗର ଏହି ଶ୍ରେଷ୍ଠ ପ୍ରତିଯୋଗିତା ଭାରତର ୩ଟି ପ୍ରମୁଖ ଷ୍ଟାଡିୟମ ଯଥା କଳିଙ୍ଗ ଷ୍ଟାଡିୟମ (ଭୁବନେଶ୍ୱର), ନେହରୁ ଷ୍ଟାଡିୟମ (ଗୋଆ)…

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ…

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି । ପ୍ରଥମ ମ୍ୟାଚରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଆଜି ଓ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିବ। ପୂର୍ବ ମ୍ୟାଚଗୁଡ଼ିକର ଦୋଷ ଭୁଲି କଳିଙ୍ଗ…

ବଦଳୁଛି ରାଜ୍ୟର କ୍ରୀଡା ଭିତ୍ତିଭୂମି:…

ଭୁବନେଶ୍ବର : କ୍ରୀଡା ଆଉ ନବୀନ ପଟ୍ଟନାୟକ ଦୁଇଟି ଯେପରି ତରାଜୁର ଦୁଇଟି ପାର୍ଶ୍ବ। ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ଏକ ନମ୍ବର କରିବା ସହ ରାଜ୍ୟର କ୍ରୀଡା ଭିତ୍ତିଭୂମିରେ କରାଯାଉଛି ଅଭୁତପୂର୍ବ ବିକାଶ। ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣରେ ମନୋନିବେଶ କରିଥିବା ମୁଖ୍ୟମନ୍ତ୍ରୀ…

ଜୁନିଅର ହକି ବିଶ୍ୱକପ : କଳିଙ୍ଗରେ ଆଜି…

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ଗତ ଦୁଇ ସପ୍ତାହ ଧରି ଚାଲିଥିବା ଓଡ଼ିଶା ପୁରୁଷ କନିଷ୍ଠ ହକି ବିଶ୍ୱକପ୍‍ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ରେକର୍ଡଥର ଟାଇଟଲ୍‍ ବିଜେତା ର୍ଜମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ରବିବାର ରାତି ୭ଟା ୩୦ରେ ଫାଇନାଲ ଖେଳାଯିବ। ଜୁନିଅର ବିଶ୍ୱକପ୍‍ ଇତିହାସରେ…

ରକ୍ତ ରଞ୍ଜିତ ହେଲା କଳିଙ୍ଗ ଷ୍ଟାଡିୟମ୍‌…

ଭୁବନେଶ୍ୱର: ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅକୁ ଅପହରଣ ପରେ ହତ୍ୟା କରାଯିବାର ଦୁଇ ଦିନ ନ ପୂରୁଣୁ ରାଜଧାନୀର କଳିଙ୍ଗ ଷ୍ଟାଡିୟମ୍‌ ଛକରେ ହୋଇଛି ସଂଘବଦ୍ଧ ଆକ୍ରମଣ । ସାମାନ୍ୟ ଖଟିକୁ କେନ୍ଦ୍ର କରି କଳିଙ୍ଗ ଷ୍ଟାଡିୟମ ଛକରେ ଜଣେ ଯୁବକଙ୍କୁ…