ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Kalinga Stadium

ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ…

ଭୁବନେଶ୍ୱର: ଭୁବନେଶ୍ୱରରେ ୩୯ ତମ ସବ ଜୁନିୟର ଏବଂ ୪୯ ତମ ଜୁନିଅର ନେସନାଲ ଆକ୍ୱାଟିକ ପ୍ରତିଯୋଗିତା ଆରମ୍ଭ ହୋଇଛି।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଆକ୍ୱାଟିକ ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋିଛି।  ତେବେ ଆଜି ଜାତୀୟ ଆକ୍ୱାଟିକ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଥିବା…

ଆଜିଠାରୁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ,…

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଏଥିରେ ଅଂଶଗ୍ରହଣ କରିବେ। ଫିଫା ମାନ୍ୟତାରେ ଭାରତ ୧୦୧ତମ ସ୍ଥାନରେ ରହିଥିବା ବେଳେ ଲେବାନନ ୯୯ତମ ସ୍ଥାନରେ ରହିଛି। ଭାନୁଆଟୁ…

ଲକ୍ଷଲକ୍ଷ କ୍ରୀଡ଼ାବିତ୍‌‌ଙ୍କ ପାଇଁ…

ଭୁବନେଶ୍ୱର (ପ୍ରସନ୍ନଜିତ ମହାଳିକ): ଅତୀତର କଳିଙ୍ଗ ଯେପରି ତା’ର କଳାସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ଥିଲା, ଆଜି ସେହି ଗରିମାକୁ ଆଗକୁ ବଢ଼଼ାଇଛି ଐତିହ୍ୟ ନଗରୀ ଭୁବନେଶ୍ୱରରେ ଦଣ୍ଡାୟମାନ କଳିଙ୍ଗ ଷ୍ଟାଡିୟମ୍‌‌। ୧୯୭୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ…

ଖୁବ ଶୀଘ୍ର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ…

ଭୁବନେଶ୍ବର: ଖୁବ ଶୀଘ୍ର ଦେଶର ସର୍ବଶ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦଘାଟିତ ହେବାକୁ ଯାଉଛି। ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରଟି ଅତ୍ୟାଧୁନିକରୂପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବିଦେଶୀ ସରଞ୍ଜାମ ସବୁ ଲାଗିଛି।…

ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’ । ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ସଭାରେ ଓଡ଼ିଆ ପିଲାଙ୍କ ସହ ସମ୍ବଲପୁର ଇଟିଜର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ…

ଆଜିଠୁ ‘କଳିଙ୍ଗ’ରେ ଓଡ଼ିଶା ସ୍କିଲ୍‌‌…

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି କନକ୍ଲେଭ୍‌‌ ଆୟୋଜନ କରୁଛି। ଯାହାକି ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର…

କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଟେନିସ…

ଭୁବନେଶ୍ବର: ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡି ହୋଇଛି। ଆଇଟିଏଫ ସ୍ୱୀକୃତି ପ୍ରାପ୍ତ…

ବାଜିଲା ବିଗୁଲ: କଳିଙ୍ଗ ଷ୍ଟାଡିୟମ୍‌‌ରେ…

ଭୁବନେଶ୍ୱର: ବାଜିଲା ବିଗୁଲ। ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ।  କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଆରମ୍ଭ ହୋଇଛି। ଏହା ପରେ ଅଷ୍ଟ୍ରେଲିଆ- ଫ୍ରାନ୍ସ  ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ…

ଆଜିଠାରୁ ପୁରୁଷ ହକି ମହାକୁମ୍ଭ:…

ଭୁବନେଶ୍ୱର: ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେବ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ। କଟକର ବାରବାଟୀ ଷ୍ଟାଡିୟମ୍‌‌ରେ ବୁଧବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦ୍‌‌ଘାଟନ ପରେ ଏବେ ହକି ଷ୍ଟାଡିୟମ୍‌‌କୁ ଫେରିଛି ସମସ୍ତଙ୍କ ନଜର। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା…

ହକି ବିଶ୍ବକପ ଆୟୋଜନର ସଫଳତା ପାଇଁ ଗଠନ…

ଭୁବନେଶ୍ବର: ହକି ବିଶ୍ବକପକୁ ରହିଲା ଆଉ ଏକ ମାସରୁ କମ୍‌ ସମୟ । ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ବିଶ୍ୱକପ ହକି ଆୟୋଜନର ସଫଳତା ପାଇଁ ୯ଟି ସ୍ୱତନ୍ତ୍ର ଟିମ ଗଠିତ କରାଯାଇଛି। ବିଭିନ୍ନ କାର୍ଯ୍ଯର ନିୟମିତ ତଦାରଖ…