ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

CBI

CBI ରେ ହାଜର ହେଲେ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି। ଏଥିନେଇ ଦୁଇ ଦିନ ତଳେ ସିବିଆଇ ପକ୍ଷରୁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। ଏହାପରେ କେଜ୍ରିୱାଲ CBI କୁ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ଜେରାରେ କେଜ୍ରିୱାଲଙ୍କୁ…

ମଦ ନୀତି ମାମଲାରେ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚରାଉଚରା କରିବ ସିବିଆଇ । ଏହି ମାମଲାରେ ଏବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମ୍ପୃକ୍ତି ନେଇ ମଧ୍ୟ ଯାଞ୍ଚ କରାଯିବ । ୧୬ ଏପ୍ରିଲରେ ହାଜର ହେବା ନେଇ ସିବିଆଇ ସମନ କରିଛି । ଏହାକୁ ନେଇ ଆପ୍‌ ସାଂସଦ ସଞ୍ଜୟ ସିଂହ…

ପୁଣି ଅଡୁଆରେ ଲାଲୁ; ‘ଜମି ବଦଳରେ…

ପାଟନା: ପୁଣି ଅଡୁଆରେ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । 'ଜମି ବଦଳରେ ଚାକିରି' ମାମଲାରେ ଲାଲୁଙ୍କୁ ସମନ୍ ପଠାଇଛି ସିବିଆଇ । ଭାରତୀୟ ରେଳର କ୍ୟାଟରିଂ ଏବଂ ଟୁରିଜ୍ କର୍ପୋରେସନ୍ ଘୋଟାଲାରେ ଲାଲୁଙ୍କୁ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ…

ସିବିଆଇ ଯାଞ୍ଚ ଓ ଗିରଫଦାରୀ ବିରୋଧରେ…

ନୂଆଦିଲ୍ଲୀ: ସିବିଆଇର ଗିରଫଦାରୀ ଓ ଯାଞ୍ଚକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ର୍ବୋଚ୍ଚ ଅଦାଲତରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ…

ନୂଆଦିଲ୍ଲୀ: ୫ ଦିନିଆ ସିବିଆଇ ରିମାଣ୍ଡରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସିବିଆଇ ହେପାଜତରେ ରହିବେ ମନୀଷ ସିସୋଦିଆ । ୨୦୨୧-୨୨ର…

ସିବିଆଇ ଜାଲରେ ସହକାରୀ ପୋଷ୍ଟମାଷ୍ଟର; ୫୦…

ରାଉରକେଲା: ସିବିଆଇ ଜାଲରେ ରାଉରକେଲା ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର । ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ଵ ରଞ୍ଜନ ବେହେରା ୫୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଦଲାଲ ଜରିଆରେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ତେବେ ସଂପୃକ୍ତ ଦଲାଲକୁ ବି ଗିରଫ କରିଛି ସିବିଆଇ।…

ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ୮ ଘଣ୍ଟାର ଜେରା ପରେ ସିବିଆଇ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଲୋଦି ରୋଡସ୍ଥିତ ସିବିଆଇ କାର୍ଯ୍ଯାଳୟରେ ଆଜି ହାଜର ହେଇଥିଲେ ଉମନୀଷ ସିସୋଦିଆ । ନିଜ…

ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ…

ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ପରେ ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ପଡିପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ । ଲାଲୁଙ୍କ ପୁରୁଣା ଫାଇଲ୍ ଖୋଲି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।ସିବିଆଇ ତାଙ୍କ ବିରୋଧରେ ରେଳ ପ୍ରକଳ୍ପ ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାର ପୁନଃ ତଦନ୍ତ…

ମୁମ୍ବାଇର ପୂର୍ବତନ ପୁଲିସ କମିଶନରଙ୍କୁ…

ମୁମ୍ବାଇ : ବେଆଇନ୍‌ ଫୋନ୍ ଟ୍ୟାପିଂ ଅଭିଯୋଗରେ ଗିରଫ ହୋଇଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେ। ସିବିଆଇ ତାଙ୍କୁ ଏହି ମାମଲାରେ ଗିରଫ କରିଛି । ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ କର୍ମଚାରୀଙ୍କର ବେଆଇନ ଭାବେ ଫୋନ୍ ଟ୍ୟାପିଂ କରିଥିବା ଅବିଯୋଗରେ ସିବିଆଇ ଶନିବାର ମୁମ୍ବାଇ ପୂର୍ବତନ…

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିରୋଧରେ…

ନୂଆଦିଲ୍ଲୀ: ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ ମାମଲାରେ ସିବିଆଇର ବଡ଼ ଆକ୍ସନ୍ । ଅପରେସନ ମେଘଦୂତ ଜରିଆରେ ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢାଉ ଜାରି ରଖିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ । ଇଣ୍ଟରପୋଲର ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ଶାଖାର ଇନପୁଟ୍ ଆଧାରରେ ସିବିଆଇ ‘ଅପରେସନ…