ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

CBI

ଆପ୍‌କୁ ଛାଡି ଆମ ସହ ସାମିଲ ହୁଅ,…

ନୂଆଦିଲ୍ଲୀ : ନୂଆ ଅବକାରୀ ନୀତିରେ ଦୁର୍ନୀତି ନେଇ ସିବିଆଇ ରାଡାରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସିସୋଦିଆ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)କୁ ଭାଙ୍ଗିବା ପାଇଁ ବିଜେପି ତାଙ୍କୁ ମେସେଜ୍ ପଠାଇଛି । ଏବଂ ଏପରି କଲେ ତାଙ୍କ ବିରୋଧରେ ସବୁ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ…

ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌। ଆଜି ସକାଳୁ ସିବିଆଇ ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଚଢ଼ାଉ କରି ତଲାସ ଆରମ୍ଭ କରିଛି। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଘଟଣାରେ ସିସୋଦିଆଙ୍କ ଘରେ ତଦନ୍ତକାରୀ ଟିମ୍ ଖାନ୍‌ତଲାସି କରୁଥିବା…

ନିଟ୍‌ରେ ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାସ…

ନୂଆଦିଲ୍ଲୀ : ନିଟ୍‌ରେ ଚାଲିଥିଲା ହିନ୍ଦୀ ସିନେମା ‘ମୁନ୍ନାଭାଇ ଏମବିବିଏସ’ ଷ୍ଟାଇଲରେ ପରୀକ୍ଷା। ପିଲ୍ମରେ ଲିଡ୍‌ ଆକ୍ଟର ସଞ୍ଜୟ ଦତ୍ତ ଯେପରି ମେଡିକାଲ୍‌ ସିଟ୍‌ ପାଇବା ପାଇଁ ଚିଟିଙ୍ଗ୍‌ କରିଥିଲେ ସେପରି ଘଟଣା ସାମ୍ନାକୁ ଆସିଛି। ସଞ୍ଜୟ ଦତ୍ତ ଚଳଚିତ୍ରରେ ତାହା କରିଥିବା ବେଳେ ଏବେ ସତସତିକା ସେପରି…

୪୦୦ ବର୍ଷ ତଳର ସୁନା ମୁଦ୍ରା ଖୋଜୁଛି…

ନୂଆଦିଲ୍ଲୀ :  ଦେଶର ଚର୍ଚ୍ଚିତ ଦୁର୍ନୀତି, ହତ୍ୟା, ଦୁଷ୍କର୍ମ, ଅପହରଣ ଆଦି ମାମଲାର ତଦନ୍ତ କରୁଥିବା ସିବିଆଇକୁ ଏବେ ୧୨୬ କୋଟି ଟଙ୍କାର ମୁଦ୍ରା ଖୋଜିବା ଦାୟିତ୍ବ ଦିଆଯାଇଛି। ଏହା କୌଣସି ସାଧାରଣ ମୁଦ୍ରା ନୁହେଁ। ଏହା ୪୦୦ ବର୍ଷ ତଳର ୧୨ କିଗ୍ରାର ସୁନା ମୁଦ୍ରା। ଶେଷଥର ପାଇଁ ୧୯୮୭ରେ ଏହା ହାଇଦରାବାଦର…

ଡିଏଚ୍‌ଏଫ୍‌ଏଲ୍‌ରେ ୩୪,୬୧୫ କୋଟିର…

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଠକେଇ ଘଟଣାରେ ମାମଲା ରୁଜୁ କରାଯାଇଛି। ରିଅଲ ଇଷ୍ଟେଟ୍‌ କମ୍ପାନୀ ଦିୱାନ୍ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ (ଡିଏଚ୍‌ଏଫ୍‌ଏଲ୍‌)ର ପ୍ରମୋଟରଙ୍କ ଦ୍ବାରା ଏହି ଠକେଇ ସଂଘଟିତ ହୋଇଛି। ଏଥିରେ ଅଭିଯୁକ୍ତ ୧୭ ବ୍ୟାଙ୍କକୁ ଲଗାଇଛନ୍ତି ଚୂନ। ଏହି ଘଟଣାରେ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ…

ନୂଆଦିଲ୍ଲୀ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୁରିସାରିଥିବା ସତ୍ତ୍ୱେ ଏହାର ସିବିଆଇ ଯାଞ୍ଚ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ପଛର କଣ କାରଣ, କିଭଳି ହେଲା ତାଙ୍କ ମୃତ୍ୟୁ, ଏହା ହତ୍ୟା ନା ଆତ୍ମହତ୍ୟା ସେହି ରହସ୍ୟ ଉପରୁ ଉଠି ପାରୁନି ପରଦା। ତେବେ ଏହାରି ମଧ୍ୟରେ…

ଫେରିଲା ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ…

ବାଲେଶ୍ଵର/ଜଳେଶ୍ଵର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ଇଣ୍ଟରନ୍ୟାସନାଲର ତଦନ୍ତ କରୁଥିବା ସିବିଆଇ ଆଜି ଜଳେଶ୍ୱରକୁ ଫେରିଛି। ସିବିଆଇର ଡିଏସପି ଅଶୋକ କୁମାରଙ୍କ ନେତୃତ୍ବରେ ଏକ ୧୨ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୧ ଟାରେ ଜଳେଶ୍ଵରରେ ପହଞ୍ଚିବା ସହ ସ୍ଥାନୀୟ ବଡବଜାର ଛକରୁ…

ବିବନ କହିବ ୨୨ ବର୍ଷ ତଳର ଅଞ୍ଜନା ମିଶ୍ର…

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ କିଏ ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ, କଣ ଥିଲା ସେହି କାଳ ରାତିର କାହାଣୀ ତାହା ଜାଣିବା ପାଇଁ ମୁଖ୍ୟ ଅଭିଯୁକ୍ତ ବିବନୁ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଦୁଇ ଦିନିଆ ରିମାଣ୍ଡରେ ନେଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଠୁ ସତ ଓଗାଳିବା…

ବଢୁଛି ଦିଦିଙ୍କ ଅଡୁଆ : ସିବିଆଇ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି, ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ…