









Browsing Category
ସୁନ୍ଦରଗଡ଼
ହଜାରେ ଟଙ୍କାର ହିସାବ ଦେଇ ନ ପାରିବାରୁ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ଥାନା ରତନପୁର ଶୁଣ୍ଢିଢିପା ଗ୍ରାମର ଜଣେ ମହିଳା ଏକ ହଜାର ଟଙ୍କାର ହିସାବ ଦେଇ ନ ପାରିବାରୁ ତାଙ୍କ ସ୍ୱାମୀ ପିଟି ପିଟି ମାରି ଦେବା ଘଟଣାରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କଳିନ୍ଦ୍ର ଛତ୍ରିଆ କାଲୋବାହାଲ ଗ୍ରାମର ପୁଷ୍ପାଞଳି ଛତ୍ରିଆଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କ…
ବିରମିତ୍ରପୁର ମ୍ଯୁନିସିପାଲଟି: ୧୧ ୱାର୍ଡ…
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ମ୍ଯୁନିସିପାଲଟି ପାଇଁ ବିଜେଡି ପ୍ରର୍ଥୀ ତାଲିକା ଘୋଷଣା କରିଛି। ଅଧ୍ଯକ୍ଷ ପଦ ପାଇଁ ସନ୍ଦୀପ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି। ଏଥିସହ ୧୧ ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ…
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଅତିରିକ୍ତ…
ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଏଡିଏମ୍ । ଚାକରିରୁ ଅବସର ନେବା ପାଇଁ ଆଉ ମାତ୍ର ୧୭ ଦିନ ବାକି ଥିବାବେଳେ ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ର ଅତିରିକ୍ତ ମାଜିଷ୍ଟ୍ରେଟ ବିଶ୍ବଜିତ ମହାପାତ୍ରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ସମେତ…
ଡିବିରିରୁ ନିଆଁ ଲାଗି ଯୁବତୀ ଜୀବନ୍ତ…
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗାଁର ସ୍ୱପ୍ନେଶ୍ୱରୀ ମୁଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏପରି ଦୁଃଖଦ ଘଟଣା ଘଟିଛି। ସମସ୍ତେ ଶୋଇଥିବା ବେଳେ ଡିବିରି ନେଇ ଯାଉଥିବା…
ମହଙ୍ଗା ପଡ଼ିଲା ମାଡ ମାରିବା, ଷଣ୍ଢ…
ବଣାଇ: ମଣିଷ ଭଳି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଥେଣ୍ଟେଇପୋଷ ଗ୍ରାମରେ। ଷଣ୍ଢକୁ ଆକ୍ରମଣ କରି ଘଉଡାଇଦେବା ପରେ, ଏବେ ଷଣ୍ଢ ପ୍ରତିଆକ୍ରମଣ ପାଇଁ ଜଗିଛି । ଭୟରେ ୮ଦିନ ହେଲା ଘର ଛାଡି ବନ୍ଧୁଙ୍କ ଘରେ ଆଶ୍ରୟ ନେଇଛନ୍ତି ତିନି…
ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା:…
ବଣାଇ: ବିଲ ହିଡକୁ କେନ୍ଦ୍ର କରି ରକ୍ତପାତ। ଭାଇ ନେଲା ଭାଇର ଜୀବନ। ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି । ଏପରି ଅମାନବୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ । ମୃତକ ହେଲେ ସାନ ଭାଇ ପ୍ରଧାନ…
ପୁଅକୁ ମାରିବାକୁ ଆସି ନ ପାଇବାରୁ ବାପା ଓ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଜୁନାଡିହି ଗ୍ରାମର ଜଣେ ଅଭିଯୁକ୍ତ ହତ୍ୟା ଉଦ୍ଦେଶ୍ୟରେ ଯାଇଥିବା ପଡୋଶୀ ପରିବାରର ଜଣେ ପୁଅଙ୍କୁ ନ ପାଇ ତାଙ୍କ ବୃଦ୍ଧ ବାପା ଓ ମାଆଙ୍କୁ ଟାଙ୍ଗିଆରେ ହାଣି ପକାଛନ୍ତି। ଏଥିରେ ସମ୍ପୃକ୍ତ ବୃଦ୍ଧା ବଛା ଓରାମ (୬୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ…
ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ୩…
ସୁନ୍ଦରଗଡ଼ : ଗତ ୨୦୧୬ରେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ରାଏବଗା ଥାନାଞ୍ଚଳରେ ଘଟି ଯାଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାର ମଙ୍ଗଳବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକ ଉକ୍ତ ମାମଲାର…
ଭିନ୍ନ ଭାବେ ସକ୍ଷମ ମେରୀ ଜୟନ୍ତୀ
ସୁନ୍ଦରଗଡ: ସେ ଜନ୍ମରୁ ଦିବ୍ୟାଙ୍ଗ | ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଞ୍ଚିବା ସମ୍ଭବ ହୁଏ। ଏ ସବୁ ସତ୍ତ୍ୱେ; ସେ ଅକଳ୍ପନୀୟ ଭାବେ ସକ୍ଷମ। ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍ ଅଧୀନରେ ଥିବା ଭଅଁରଖୋଲ ମିନି ଅଙ୍ଗନବାଡି କେନ୍ଦ୍ରର…
ରାଉରକେଲା ଇସ୍ପାତ କାରଖାନାର ୨୫୨୫ ଜଣ…
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ମାମଲା ହ୍ରାସ୍ ପାଉଥିବା ବେଳେ ଆରଏସପିରୁ ୨୫ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରାଉରକେଲା ଇସ୍ପାତ କାରଖାନାରେ ୨୫୨୫ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୧୭୨୫ ଜଣ କର୍ମଚାରୀ ସୁସ୍ଥ ହୋଇ ସାରିଥିବା ବେଳେ…