ଅବକାରୀ ବିଭାଗକୁ ବଡ ସଫଳତା; ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା

କଟକ : କଟକ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା । ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ଚଢ଼ାଉ କରିବା ବେଳେ ବାହାରିଲା ବିପୁଳ ପରିମାଣର ରୁପା ଇଟା । ଜବତ ହେଲା ବିପୁଳ ପରିମାଣର ରୁପା ଇଟା । ଆସ୍କା ରୁ ଖଡ଼କପୁର ହେଉଥୁଲା ଚାଲାଣ 10 ଲକ୍ଷ ଟଙ୍କା ଜବତଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା

Leave a comment