ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବକାରୀ ବିଭାଗକୁ ବଡ ସଫଳତା; ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା

କଟକ : କଟକ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା । ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ଚଢ଼ାଉ କରିବା ବେଳେ ବାହାରିଲା ବିପୁଳ ପରିମାଣର ରୁପା ଇଟା । ଜବତ ହେଲା ବିପୁଳ ପରିମାଣର ରୁପା ଇଟା । ଆସ୍କା ରୁ ଖଡ଼କପୁର ହେଉଥୁଲା ଚାଲାଣ 10 ଲକ୍ଷ ଟଙ୍କା ଜବତଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା

Leave A Reply

Your email address will not be published.