କଟକ ସିଡିଏ- ୧୧ ଅଞ୍ଚଳରେ ଗଛରେ ପିଟିହେଲା ସ୍କୁଲ୍ ବସ୍; ଅଳ୍ପକେ ବର୍ତ୍ତିଲେ ୩୦ ପିଲା

କଟକ : କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ୩୦ ପିଲା। ସୂଚନାନୁସାରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଗଲା। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ।

Leave a comment