ଏଣିକି ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଙ୍ଗ ଡିଭାଇସ୍

ଏଣିକି ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଙ୍ଗ ଡିଭାଇସ୍। ଗାଡ଼ିର ବେଗ ଠାରୁ ଆରମ୍ଭ କରି ବେଗ ପର୍ଯ୍ୟନ୍ତ ସବୁ କିଛି ଜାଣି ହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଂଟ୍ରୋଲ ରୁମ। ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଏ ବ୍ୟବସ୍ଥା ରହିବ।

Leave a comment