ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୫-୬-୨୦୨୧)

ମେଷ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ । ହଠାତ୍ ଦୂରଯାତ୍ରା କରିପାରନ୍ତି । ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ମଧ୍ୟମ ଧରଣର ଫଳ ପାଇବେ ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବୃଷ: ଉଚ୍ଚଆଶା ପୂରଣ ହେବ । ପ୍ରଶାସନିକ ଓ ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ହୋଇପାରେ । ବାଣିଜ୍ୟରେ ଆୟବୃଦ୍ଧି ହେବ | ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମିଥୁନ:କାର୍ଯ୍ୟସିଦ୍ଧି ସହ ମାନସମ୍ମାନ ବୃଦ୍ଧି ପାଇବ | ଚାକିରିରେ ଚଳଚଞ୍ଚଳ ରହିବେ । ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଉନ୍ନତି ହେବ | ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ସିଲଭର୍

କର୍କଟ:କର୍ମକ୍ଷେତ୍ର ମନ୍ଥର ରହିବ | ଧର୍ମାଦି କାର୍ଯ୍ୟରେ ବ୍ୟୟ କରି ଅଭାବରେ ପଡିବେ | ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ପ୍ରତିକୂଳ ରହିବ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ-କମଳା

ଏଥିସହିତ ପଢ଼ନ୍ତୁ

ସିଂହ :ଠକାମିରେ ପଡ଼ିପାରନ୍ତି। ସାଂସାରିକ ଦ୍ରବ୍ୟହାନି ଓ ଅଭାବ ଦେଖାହେବ | ଚାକିରିରେ ଶତ୍ରୁବୃଦ୍ଧି ହେବେ | ବାଣିଜ୍ୟରେ ହାନି ହୋଇପାରେ | ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା:ଦିନଟି ପ୍ରସନ୍ନତା ଭିତରେ କଟିବ | ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ | ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ବାଣିଜ୍ୟରେ ପ୍ରସାର ହେବ | ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ସିଲଭର୍

ତୁଳା : ବିଭିନ୍ନ ମାର୍ଗରୁ ଅର୍ଥାଗମ ହୋଇପାରେ । ଚାକିରିରେ ଧନସମ୍ମାନ ପାଇବେ | ରାଜନୀତିରେ ଶତ୍ରୁହାନି ହେବେ | ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ବିଛା : ବ୍ୟୟ ବହୁଳତା କାରଣରୁ ଅଭାବ ଦେଖାଦେବ | ଚାକିରିରେ ସହକର୍ମୀଙ୍କ ସହ ମତଭେଦ ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

ଧନୁ :ଦିନଟି ଘାତପ୍ରତିଘାତ ଭିତରେ ଆଗେଇବେ । ସାଂସାରିକ ଉତ୍ତେଜନା ରହିବ। ଚାକିରିରେ ଚାପ ରହିବ | ବାଣିଜ୍ୟରେ ସମସ୍ୟା ରହିବ | ବାଣିଜ୍ୟରେ ସମସ୍ୟା ରହିବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମକର:କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ | ସାଂସାରିକ ଦକ୍ଷ ବିବେଚିତ ହେବେ । ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କୁମ୍ଭ:ଆର୍ଥିକ କଥାକୁ କେନ୍ଦ୍ର କରି ଅଶାନ୍ତି ଉପୁଜିପାରେ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ । ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ମୀନ:କର୍ମକ୍ଷେତ୍ରରେ ସୁଖସନ୍ତୋଷ ପ୍ରାପ୍ତି ହେବ | ଚାକିରିରେ ପ୍ରଶଂସା ପାଇବେ । ପ୍ରଶାସନିକ ପ୍ରସିଦ୍ଧି ବଢିବ I ବାଣିଜ୍ୟରେ ଲୋକପ୍ରିୟ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

Leave A Reply

Your email address will not be published.