ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଆ ଅଲିମ୍ପିଆନଙ୍କ ପାଇଁ ଓଓଏ ପକ୍ଷରୁ ପୁରସ୍କାର ରାଶି ଘୋଷଣା

ଭୁବନେଶ୍ବର: ଓଡ଼ିଆ ଅଲିମ୍ପିଆନଙ୍କ ପାଇଁ  ଓଡ଼ିଶା ଅଲିମ୍ପିକ୍ସ ଆସୋସିଏନ (ଓଓଏ) ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୫ଲକ୍ଷ , ରୌପ୍ଯ ପଦକ ଜିତିଲେ ୩ଲକ୍ଷ ଓ ବ୍ରୋଞ୍ଚ ପଦକ ବିଜେତାଙ୍କୁ ୧ଲକ୍ଷ ଟଙ୍କା ଦେବ ଓଓଏ । ୬ ଓଡ଼ିଆ ଅଲିମ୍ପିକ୍ସ ପାଇଁ ଯୋଗ୍ଯତା ଅର୍ଜନ କରିଛନ୍ତି। ଜୁଲାଇ ୨୩ରୁ ଟୋକିଓରେ ହେବ ଅଲିମ୍ପିକ୍ସ ପ୍ରତିଯୋଗିତା ।

୬ ଓଡ଼ିଆ ଅଲିମ୍ପିଆନ ହେଉଛନ୍ତି-  ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ମହିଳା ହକିରେ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ।  ଆଥଲେଟିକ୍ସରେ ଦୂତୀ ଚାନ୍ଦ। ପାରା ବ୍ଯାଡମିଣ୍ଟନରେ ପ୍ରମୋଦ ଭଗତ ।

Leave A Reply

Your email address will not be published.