ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପା ଓ ସାବତ ମା’ ମିଶି ପୁଅକୁ ଫାର୍ସାରେ ହାଣିଦେଲେ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ତିକ୍ତତାକୁ କେନ୍ଦ୍ର କରି ଜଣେ ବାପା ତୃତୀୟ ପତ୍ନୀ ବା ସାବତ ମା’ ସହିତ ମିଶି ପୁଅକୁ ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ସିଂ(୨୮) । ସେ ବାରିପଦାରେ ମାର୍ବଲ ମିସ୍ତ୍ରୀଙ୍କ ପାଖରେ ରହି କାର୍ଯ୍ଯ କରୁଥିଲେ । ରବିବାର ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ରକ୍ତ ଲଗା ଫାର୍ସା ଜବତ କରାଯାଇଛି ।

Leave A Reply

Your email address will not be published.