ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫୁଟବଲ୍ ପଡ଼ିଆରେ ବଜ୍ରପାତ: ୨ମୃତ, ୧୨ ଖେଳାଳି ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବନେଇଲତା ଫୁଟବଲ ପଡ଼ିଆରେ ବଜ୍ରପାତ। ଏହି ବଜ୍ରପାତପେ ଦୁଇ ଜଣ ଫୁଟବଲ ଖେଳାଳିଙ୍କ ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଫୁଟବଲ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ଘଟିଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାର ସରକାରୀ ଡ଼ାକ୍ତରଖାନା ପଠାଯାଇଛି।  ମୃତ୍ଯୁ ଘଟିଥିବା ଦୁଇ ଫୁଟବଲ ଖେଳାଳିଙ୍କ ନାଁ ପାର୍ତାଗୁଟୁ ଗ୍ରାମର ଅଜୟ ଲାଖୁଆ ଓ ମାଇକେଲ ସୁରିନ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.