ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sundargarh

ଇସ୍ପାତନଗରୀ ରାଉରକେଲାର ଅନେକ ନିର୍ମାଣରେ…

ରାଉରକେଲା(ଦେବବ୍ରତ ପଟ୍ଟନାୟକ): ଘନ ବନାନୀ ପ୍ରାକୃତିକ ଶୋଭାରାଜିରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଇସ୍ପାତ ନଗରୀ ଭାବେ ପରିଚିତ। ରାଉରକେଲାର ଉତ୍ତରରେ ପ୍ରବାହିତ କୋଏଲ ନଦୀର କଳକଳ ନାଦ ଏବଂ ପଶ୍ଚିମରେ ଚିରସ୍ରୋତା ପୁଣ୍ୟତୋୟା ବ୍ରାହ୍ମଣୀ ନଦୀର ଉତ୍ପତ୍ତିସ୍ଥଳ ସହରର ଶୋଭାକୁ ବହୁଗୁଣରେ…

ଡାକ୍ତରାଣୀଙ୍କୁ ଏଡିଏମଓ ଯୌନ…

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକା ଡାକ୍ତରାଣୀ ଅତିରିକ୍ତ ଜିଲ୍ଲା ଚିକିତ୍ସାଧାକାରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।ଆଖଣ୍ଡଳଣି ଅଂଚଳର ମହିଳା…

ପାହାଡରୁ ନିଖୋଜ ଯୁବକଙ୍କ କଙ୍କାଳ ଠାବ;…

ସୁନ୍ଦରଗଡ଼: ପାହାଡରୁ ନରକଙ୍କାଳ ଉଦ୍ଧାର । ଗତ ଫେବୃଆରୀ ୨୫ ତାରିଖରୁ ନିଖୋଜ ରହିଥିବା ବଡଗାଁ ଥାନା ଅନ୍ତର୍ଗତ ଶଙ୍କରାପୋଷ ଗ୍ରାମର ଲଲିତ ଧୃଆଙ୍କ ପୁଅ ସୁଜିତ(୨୫)ଙ୍କ କଙ୍କାଳସାର ଠାବ ହୋଇଛି । ସୂଚନା ଅନୁସାରେ, ଘଟଣା ଦିନ ସୁଜିତ ତାଙ୍କ ବାପାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ବାପା ଟଙ୍କା ଦେବାକୁ…

ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ…

ସୁନ୍ଦରଗଡ଼: ସହିପାରିଲେଣି ପତ୍ନୀଙ୍କ ମୃତ୍ୟୁ, ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କଲେ ସ୍ୱାମୀ । ଏପରି ଏକ ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଘଟିଛି। ସ୍ତ୍ରୀଙ୍କ ମୃତ୍ୟୁର ୩ ଦିନ ପରେ ଝିଅକୁ ଘରେ ଶୁଆ ଝୁଲି ପଡ଼ିଲେ ପତି।ସୂଚନା ଅନୁସାରେ, ପ୍ରବଳ ଶୀତ ଯୋଗୁ ଜାନୁଆରୀ ୨୬…

ସୁନ୍ଦରଗଡ ଜଙ୍ଗଲରେ ମଧ୍ୟପ୍ରଦେଶର ମହାବଳ…

ସୁନ୍ଦରଗଡ: ସୁନ୍ଦରଗଡ ଜଙ୍ଗଲରେ ମଧ୍ୟପ୍ରଦେଶର ମହାବଳ ବାଘ ଠାବ ହୋଇଛି। ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଏନେଇ ‘ଏକ୍ସ’ ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି…

ମଝି ରାସ୍ତାରେ ଗୁଳିମାଡ, ଦୁଇ ଆହତ

ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍…

ଇବ ନଦୀରେ ଗୋଟିଏ ପରିବାରର ତିନି ଜଣ ବୁଡି…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ଇବ ନଦୀରେ ବୁଡ଼ି ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜନ୍ମଦିନରେ ଗତକାଲି ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପହଞ୍ଚି…

ସୁନ୍ଦରଗଡକୁ ବିଶ୍ବସ୍ତରରେ ପରିଚୟ…

ସୁନ୍ଦରଗଡ: ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ସୁନ୍ଦରଗଡ ବାସୀ ହକିକୁ ଭଲ ପାଆନ୍ତି ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ହକକୁ ବହୁତ ଭଲ ପାଆନ୍ତି । ସେଥିପାଇଁ ଏ ଭଲପାଇବା ଆହୁରି ମଜବୁତ ହୋଇଛି । ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ବିଶ୍ବସ୍ତରରେ ନୂଆ ପରିଚୟ ଦେଇଛନ୍ତି । ଦୁଇଦିନିଆ ସୁନ୍ଦରଗଡ ଗସ୍ତରେ…

କିରେଇରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କିରେଇ ଠାରେ ଜନସଭାକୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ଆପଣ ମାନେ କେନ୍ତା ଅଛନ କହି ଲୋକଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଥିଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର…

ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦାସ । ସେ ବଡ଼ଗାଁ ଇଲେକ୍ଟ୍ରିକାଲ ସବ ଡିଭିଜନରେ କାର୍ଯ୍ୟରତ । ଜଣେ ଠିକାରେ ଚାକିରି କରୁଥିବା କର୍ମଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ଠିକା କର୍ମଚାରୀଙ୍କ ନାଁ ପ୍ରବୀଣ କୁଲ୍ଲୁ…