ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ପାଇଁ ହସ୍ପିଟାଲରେ ଶଯ୍ୟାଭାବ, ଆମ୍ବୁଲାନ୍ସରେ ଚିକିତ୍ସା

ଅହମଦାବାଦ: କରୋନା ସଂକ୍ରମଣ ବୃଦ୍ଧି ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ଗୁଜରାଟ ଅହମଦାବାଦର ସବୁଠୁ ବଡ଼ କରୋନା ହସ୍ପିଟାଲର ୧୨୦୦ ବେଡ୍‌ ପୂର୍ଣ୍ଣ ହୋଇଯାଇଛି। ତେଣୁ ସିଭିଲ ହସ୍ପିଟାଲ କ୍ୟାମ୍ପସରେ ରୋଗୀମାନଙ୍କୁ ଅଟକା ଯାଇଛି। ଏଥିରେ ରୋଗୀ ଶୋଇ ରହି ବେଡ ଖାଲି ହେବାକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ସେମାନଙ୍କ ଚିକିତ୍ସା ଚାଲିଛି ଏବଂ ଅମ୍ଳଜାନ ଦିଆଯାଉଛି। ଏହା ପୂର୍ବରୁ ରାଜ୍ୟର କରୋନା ସ୍ଥିତିକୁ ଦେଖି ହାଇକୋର୍ଟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Leave A Reply

Your email address will not be published.