Browsing Tag

corona virus

‘କୋଭିଡ କେବଳ ବାହାନା; ଭାରତ ଯୋଡ…

ନୂଆଦିଲ୍ଲୀ: କରୋନା ନିୟମ ମାନି ଭାରତ ଯୋଡ ଯାତ୍ରା କରିବାକୁ କଂଗ୍ରେସକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କୋଭିଡ୍ ବାହାନା ଦେଖାଇ ବିଜେପି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ରାହୁଲ…

କରୋନାକୁ ନେଇ ହଂକଂ ବିଶ୍ବବିଦ୍ୟାଳୟର…

ନୂଆଦିଲ୍ଲୀ(ଏଜେନ୍ସି): ଚୀନ୍‌ରେ କରୋନା ସ୍ଥିତି ଦିନକୁ ଦିନ ବେହାଲ ହେବାକୁ ଲାଗିଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସିବା ସହିତ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ନୂଆ ବର୍ଷକୁ ନେଇ ଲୋକେ ଛୁଟି ମନାଇବାକୁ ପରିଭ୍ରମଣରେ ବାହାରିଛନ୍ତି। ଏବେ ଚୀନ୍ ରେ କରୋନା କଟକଣା…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯ କୋଭିଡ୍…

ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ ୧୦ ଜଣ…

କରୋନା ସଂକ୍ରମଣ କବଳରୁ ମୁକୁଳିପାରୁନି…

ବେଜିଂ: କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ୍‌ କରୋନା ମହାମାରୀରୁ ମୁକ୍ତି ପାଇବାର ସମ୍ଭାବନା ଦେଖାଯାଉ ନାହିଁ। ବିଶ୍ବର ବିଭିନ୍ନ ଭାଗରେ ଏହି ମହାମାରୀର ପ୍ରଭାବ ଆପତତଃ ହ୍ରାସ ପାଇଥିଲା ବେଳେ ଏବେ ବି ଚୀନ୍‌ର ବିଭିନ୍ନ ସହରରେ କରୋନା ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରାୟ ୩ କୋଟି ଲୋକ କଟକଣା ମଧ୍ୟରେ…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଲେ…

ଭୁବନେଶ୍ୱର : ରାଜ୍ୟରେ ପୁଣି ହଜାର ଟପିଲା ଦୈନିକ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ…

୧୮ ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ…

ନୂଆଦିଲ୍ଲୀ: ୧୮ ରୁ ଅଧିକ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ ମିଳିବ ପ୍ରିକସନ ଡୋଜ୍‌। ଏହି ପ୍ରିକସନ ଡୋଜ୍‌ ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି। ଆଜାଦି କା ଅମୃତ…

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍: ଗତ ୨୪…

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ୧୦୦ ଟପିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬ ଜଣ…

ଚତୁର୍ଥ ଲହର ଆଶଙ୍କା: ଆସନ୍ତା ୪ ସପ୍ତାହ…

ଭୁବନେଶ୍ୱର: କରୋନା ଚତୁର୍ଥ ଲହରକୁ ନେଇ ଡର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ବଢ଼଼ିବା ପରେ ଚିନ୍ତା ବଢ଼଼ିଛି। ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ, କିନ୍ତୁ ଆଗୁଆ ସତର୍କ ନହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। କାରଣ ଦେଶର…

ରାଜ୍ଯରେ ଚିହ୍ନଟ ହେଲେ ଆଉ ୧୭୧ କୋଭିଡ଼…

ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। 2ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୩ ଜଣ…

ଆସନ୍ତା ୨୮ରୁ ବନ୍ଦ ହେବ ଭୁବନେଶ୍ୱରର…

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବନ୍ଦ ହେବାକୁ ଯାଉଛି କୋଭିଡ କେୟାର ସେଣ୍ଟର । କୋଭିଡ୍‌ ସ୍ଥିତି ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ପଦକ୍ଷେପ ନେଇଛି। ଭୁବନେଶ୍ୱରରେ ବନ୍ଦ…