ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ମୁଖ୍ଯ କିରାଣୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ଜିପିଏଫ ଟଙ୍କା କରାଇବା ପାଇଁ ନେଉଥିଲେ ଲାଞ୍ଚ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳମପୁର ବ୍ଳକ ଶିକ୍ଷା ବିଭାଗର ମୁଖ୍ଯ କିରାଣି ଯୁଧିଷ୍ଠିର ହରିଜନ। ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭବାନୀପାଟଣା ଭିଜିଲାନ୍ସ ବିଭାଗ । ଅବସରପ୍ରାପ୍ତ ଶିକ୍ଷକଙ୍କ ଜିପିଏଫ ଟଙ୍କା କରାଇଦେବା ପାଇଁ ନେଉଥିଲେ ଲାଞ୍ଚ ।

Leave A Reply

Your email address will not be published.