ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ଓଲଟିଲା ବସ୍ : ୧ ମୃତ, ୧୫ ଆହତ

ନୟାଗଡ଼ : ନୟାଗଡ଼ ଜଗନ୍ନାଥପ୍ରସାଦ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଓଲଟି ପଡ଼ିରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ୧୫ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

ସମସ୍ତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି କିଛି ଆହତଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନୟାଗଡ଼ ବ୍ରହ୍ମପୁରରୁ ନରସିଂହପୁର ଯାଉଥିବା ବେଳେ ଜଗନ୍ନାଥପ୍ରସାଦ ନିକଟରେ ଓଲଟି ପଡ଼ିଥିଲା ଚୌଧୁରୀ ବସ୍ ।

Leave A Reply

Your email address will not be published.