ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଲକାନଗିରି ପୁଲିସକୁ ବଡ଼ ସଫଳତା: ମାଟିତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କାଳିମେଳା: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ମାଟିତଳୁ ଉଦ୍ଧାର ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ। ଆନ୍ଧ୍ର – ଓଡ଼ିଶା ସୀମାନ୍ତ କାଳିମେଳା ଥାନା ଅନ୍ତର୍ଗତ କୂର୍ମାନୁର ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ ମାଟିତଳୁ ମିଳିଥିବା ଜଣାପଡ଼ିଛି। ଏସଓଜି ଓ ଡିବିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଘଟଣା ପରେ ସେହି ଅଞ୍ଚଳରେ ଯାଞ୍ଚ ଅପରେସନକୁ ବଢାଇ ଦିଆଯାଇଛି।

Leave A Reply

Your email address will not be published.