Browsing Tag

odia news

ଆଜି ବି ବଞ୍ଚିଛି ମାନବିକତା; ୫ ଲକ୍ଷର…

ବାରଙ୍ଗ: ୫ଲକ୍ଷ ଟଙ୍କାର ଚେକ୍ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଇ କୂଅମଡା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ବ୍ୟକ୍ତିକୁ ଫେରାଇଛନ୍ତି । ପର୍ସ ହଜେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ସହିଦନଗରରେ ରହୁଥିବା ଅଭିଜିତ ନାୟକ। ବାରଙ୍ଗ ନିକଟବର୍ତ୍ତୀ କୂଅମଡା ଗ୍ରାମର ମୁକେଶ କୁମାର ରାଉତ…

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ…

କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଉତ୍ତାଣ ଗ୍ରାମର ସୋମନାଥ ଦୀକ୍ଷିତଙ୍କ ଦେଢବର୍ଷର ପୁଅ ଶ୍ରେୟାଂଶୁ ଏବେ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ମାତ୍ର ଦେଢ ବର୍ଷ ବୟସରେ ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ସହ ବିଭିନ୍ନ ରଙ୍ଗ, ଉତ୍ସବ ମହୋତ୍ସବ ଆଦି ୧୪ଟି…

ରାଜ୍ୟର ସବୁ ସୀମାବର୍ତ୍ତୀ ଜିଲ୍ଲାର…

ଭୁବନେଶ୍ୱର : ରାଜ୍ୟର ସମସ୍ତ ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଂଚଳରେ ଥାନା ପ୍ରତିଷ୍ଠା ହେବ । ଏ ସଂପର୍କରେ ବିଧାନସଭା ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଜେଲ୍ ସଂସ୍କାର ଉପରେ ବି ଆଲୋଚନା ହୋଇଛି । ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କିଶୋର ମହାନ୍ତି…

କମୁଛି ତାପମାତ୍ରା, ରାଜ୍ୟରେ ଅନୁଭୂତ…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସହରରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ରାତିର ତାପମାତ୍ରା ୧୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।…

ଦେଢ଼ ବର୍ଷ ପରେ ଅଫ୍‌ଲାଇନ୍ ପାଠପଢ଼ା,…

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ଅଷ୍ଟମ ଶ୍ରେଣୀ ଖୋଲିଛି। ଦୀର୍ଘ ଦେଢ଼ ବର୍ଷ ପରେ ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାମ୍ନାରେ ଦେଖିବେ। ଏଥିପାଇଁ ପିଲାଙ୍କ ମନରେ ଉତ୍ସାହ। ସେପଟେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ଶିକ୍ଷକ,…

ମୋବାଇଲରେ କ୍ୟୁଆର କୋଡ୍‌ ସ୍କାନ କରି…

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଏକାଦଶ ଓ ଦ୍ବାଦଶ ପାଠ୍ୟକ୍ରମର ପୁସ୍ତକକୁ…

୨ରୁ ୧୮ ବର୍ଷର ଶିଶୁଙ୍କୁ ଖୁବଶୀଘ୍ର ହେବ…

ଭୁବନେଶ୍ୱର: ୨ରୁ ୧୮ ବର୍ଷ ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆସନ୍ତା କାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ…

ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ…

ସାଲେପୁର :  ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଘଟଣା ଘଟିଛି ସାଲେପୁର ଅଞ୍ଚଳରେ । ସାଲେପୁର ମାଛୁଆତି ବଜାରରେ ଥିବା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭିତରୁ ବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍…

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ…

ଜଳେଶ୍ବର: ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନରେ ଦେଶ ବ୍ୟାପୀ ରେଳ ରୋକ ଓ ପ୍ରତିବାଦ ଆନ୍ଦୋଳନ ଚାଲୁଥିଲା ବେଳେ ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଷ୍ଟେସନରେ ସକାଳ ୦୯.୩୦ ମିନିଟରୁ ରେଳ ରୋକ ଓ ପ୍ରତିବାଦ ହୋଇଛି। ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ ଠାରେ କୃଷକ ମାନଙ୍କର ଶାନ୍ତି ପୂର୍ଣ୍ଣ ଐତିହାସିକ…

ଲଜରୁ କଲରା ପତରିଆ ବାଘ ଛାଲ ଜବତ, ଜଣେ…

ବାରିପଦା: ବାରିପଦା ସହରରେ ଥିବା ଏକ ପ୍ରମୁଖ ହୋଟେଲ ବା ଲଜରେ ଏସଟିଏଫ ଟିମ ଚଢ଼ାଉ କରି ଏକ ୨ଫୁଟ ଲମ୍ବର କଲରାପତରିଆ ବାଘ ଛାଲକୁ ଜବତ କରିଛି । ବନବିଭାଗକୁ ଅଭିଯୁକ୍ତ ଯୁବକ ଓ ଚମଡା ହସ୍ତାନ୍ତର ପରେ ବନବିଭାଗ ଘଟଣାରେ ଜଡ଼ିତ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି…