Browsing Tag

malkangiri

ତୁଳସୀ ପାହାଡ଼ରେ ପୁଣି ଯବାନ ଓ…

ମାଲକାନଗିରି: ତୁଳସୀ ପାହାଡ଼ରେ ପୁଣି ଗୁଳିବିନିମୟ । କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା ବାହିନୀ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୁଳି ବିନିମୟରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଡିଭିଏଫ ଓ ଏସଓଜି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଦୁଇ…

ନକଲି ବନ୍ଧୁକ ଧାରୀଙ୍କ ଅସଲି ଚୋରି…

ପଦ୍ମଗିରି/ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଦ୍ମଗିରି ପଞ୍ଚାୟତରେ ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦେଶ୍ୟ ନେଇ ପଶି ଆସି ଗ୍ରାମବାସୀଙ୍କ ଦ୍ବାରା ହେଲେ ବନ୍ଧା । ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଗ୍ରାମରେ…

ମାଲକାନଗିରିରେ ଠାବ ହେଲା ମାଓ ଶିବିର:…

ମାଲକାନଗିରି: ମାଲକାନଗିରିରେ ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି।ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହଡ ଉପରେ ଥିବା କିରିମିଟି ଗାଁ ନିକଟରେ ନକ୍ସଲ ମାନେ ଏକ…

ବିଚାରାଧୀନ କଏଦୀଙ୍କ ପାଇଁ ମାଲକାନଗିରିରେ…

ମାଲକାନଗିରି: କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଚାରାଧୀନ କଏଦୀଙ୍କ ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଦେଶର ବିଭିନ୍ନ କାରାଗାରରେ ଥିବାକଏଦୀ ମାନେ ତାଙ୍କ ନିଜ ଆତ୍ମୀୟ ସ୍ବଜନଙ୍କ ସହ କଥା ହେବା ସହ ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ଏନ.ପି.ଆଇ.ପି ଜାତୀୟ…

ଫେକ ବିଦ୍ୟୁତ ବିଲ ଆଦାୟ କରି ଗିରଫ ହେଲେ…

ବାଲିମେଳା: ୟୁଟ୍ୟୁବ ରୁ ଶିଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଯୁବକ, ଏପରି ଦୀର୍ଘ ଦିନ ଧରି ଠକି ଆସୁଥିଲେ ନିରୀହ ଗରିବ ଆଦିବାସୀଙ୍କୁ। ତେବେ ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ର କିଛି ଗ୍ରାମରେ ହେଉଥିବା ଦେଖିବାକୁ ମିଳିଛି। ଓରକେଲ ଥାନା ଅନ୍ତର୍ଗତ…

ଆର୍ଥିକ ମେରୁଦଣ୍ତକୁ ସୁଦୃଢ କଲା ସରକାରୀ…

ମାଥିଲି: ମାଲକାନଗିରି ଜିଲା ମାଥିଲି ବ୍ଲକ ର ଦଳପତିଗୁଡାରେ କୁକୁଡା ଚାଷ କରି ଚର୍ଚ୍ଚା ପାଲଟିଛନ୍ତି ଆଦିବାସୀ ସ୍ବୟଂ ସହାୟିକା ଗୋଷ୍ଠୀ । ଦଳପତିଗୁଡା ଗାଁ ରେ ୧୦ ଜଣ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରେ ସଦସ୍ୟ ରହିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଗତ ବର୍ଷ କରୋନା ସମୟରେ ଏହି ମହିଳା ଗୋଷ୍ଠୀଙ୍କୁ…

୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲା କଲେ…

ମାଲକାନଗିରି: ମାଲକାନଗିରିରେ ରଦ୍ଦ ହେଲା ୪୮ଟି ଲଘୁ ଖଣିଜ ଲିଜ୍। ଟେଣ୍ଡର ପ୍ରକ୍ରିୟାରେ ଅନୀୟମିତତା ଅଭିଯୋଗରେ ଏହି ଲଘୁ ଖଣିଜ ଟେଣ୍ଡରକୁ ବାତିଲ କରାଯାଇଛି। ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ କରିଥିଲେ ପ୍ରଦୀପ ମାଝି। ଭିଜି ଗ୍ରାନାଇଟର ମାଲିକ ବେଣୁ ଗୋପାଳ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ୭ଟି…

ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସର ପୁନା ନର୍କମ ଅଭିଯାନ ପରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦିର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ…

ଓଡିଶା ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ…

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ନକ୍ସଲମାନେ କାଡେମେଟା କ୍ୟାମ୍ପଠାରୁ ୬୦୦ ମିଟର ଦୂରରୁ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ…

ଆସନ୍ତା ୨୦ ତାରିଖରେ ମାଲକାନିଗିରିରେ…

ଭୁବନେଶ୍ୱର: ଆସନ୍ତା ୨୦ତାରିଖରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯିବେ। ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଲୋକଙ୍କୁ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍‌ଥ କାର୍ଡ ଆରମ୍ଭ କିରଛି।…