ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odisha news

ମହାପ୍ରଭୁଙ୍କୁ ଦର୍ଶନ କଲେ ବ୍ୟାଡମିଣ୍ଟନ…

ପୁରୀ: ଶ୍ରୀମନ୍ଦିରରେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ସାଇନା ନେହ୍ୱାଲ ।ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି ଏବଂ ଜଗନ୍ନାଥ ଦର୍ଶନ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇ ଖୁବ୍ ଭାବବିହ୍ୱଳ ହୋଇଛନ୍ତି ବୋଲି କହିଛନ୍ତି…

ହିଟ୍ ଷ୍ଟ୍ରୋକ୍‌ ରୋଗୀଙ୍କ ଚିକିତ୍ସା…

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍‌ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍‌ ଷ୍ଟ୍ରୋକ୍‌ ତଥା ଅନ୍ୟାନ୍ୟ…

୩୦ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର,…

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। କାଲିଠାରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ବର୍ଷିବ ନିଆଁ । ତାତିରୁ ନାହିଁ ନିସ୍ତାର । ସିଭିୟର ହିଟୱେଭ ପାଇଁ ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉକ୍ତ ଜିଲ୍ଲାଗୁଡ଼ିକ…

ଗାଧୋଇବାବେଳେ ପୋଖରୀରେ ବୁଡ଼ି ଦୁଇ…

ନିମାପଡ଼ା: ଗୋପ ବ୍ଲକ ଡଭାର ପଞ୍ଚାୟତ ମଠସାହି ଗ୍ରାମରେ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁ ପୋଖରୀରେ ଗାଧୋଇବାବେଳେ ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଦୁଇ ଭଉଣୀ ହେଲେ ସ୍ମୃତି ରେଖା (୧୨) ଓ ଶୁଭଶ୍ରୀ ବରାଳ (୯)।ସୂଚନା ଅନୁଯାୟୀ, ସ୍ମୃତି ରେଖା ଓ ଶୁଭଶ୍ରୀ ବରାଳ ଗାଁ ପୋଖରୀକୁ…

ଲକ୍ଷ୍ମୀପୁର ନିର୍ବାଚନୀ ପ୍ରଚାର ମଇଦାନରେ…

କୋରାପୁଟ: ଲକ୍ଷ୍ମୀପୁର ନିର୍ବାଚନ ମଇଦାନରେ ଆଜି ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ସେ ଜୋରଦାର ବର୍ଷିଛନ୍ତି। ନିର୍ବାଚନ ବେଳେ କେମିତି ବିରୋଧୀଙ୍କ ଭୋଟରଙ୍କ କଥା ମନେପଡେ ବୋଲି ଉଲ୍ଲେଖ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି ‘‘କିଛି ଲୋକଙ୍କ ନିଦ…

ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ…

ସମ୍ବଲପୁର: ବିଶିଷ୍ଟ ସଙ୍ଗୀତ ସାଧକ, ଗୀତିକାର, କବି ତଥା ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ।ଆଜି ସକାଳେ ଉଭୟେ ଶ୍ରୀ ଦାସ ଓ ଶ୍ରୀ…

ସକାଳୁ ଅସହ୍ୟ ତାତି: ଦିନ ୧୧ ଟା ୩୦…

ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪୧ ଡିଗ୍ରୀ କିମ୍ବା ତା'ଠାରୁ ଅଧିର ରହିଛି ୩ ସହରର ତାପମାତ୍ରା। ୪୧.୧ ଡିଗ୍ରୀ ତାପମାତ୍ରା…

କଣ୍ଟାମାଳରେ ନକ୍ସଲ ଏନକାଉଣ୍ଟର:…

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ନକ୍ସଲ ଏନକାଉଣ୍ଟର। ଏହି ଘଟଣାରେ ୨ ଜଣ ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି। କଣ୍ଟାମାଳ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲରେ ହୋଇଛି ଏହି ଏନକାଉଂଟର। ଗତକାଲି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଜଙ୍ଗଲରେ ମାଓବାଦୀ…

ମଣିଷ ସୃଷ୍ଟିର ଶ୍ରେଷ୍ଠ ଜୀବ ହୋଇ…

ଭୁବନେଶ୍ବର ( ସିଦ୍ଧାର୍ଥ ପଣ୍ଡା ): ମଣିଷର ଜନ୍ମ, ମୃତ୍ୟୁ ଉଭୟ ପ୍ରକୃତି ଦ୍ବାରା ନିୟନ୍ତ୍ରିତ ଓ ପରିଚାଳିତ। କିନ୍ତୁ ଅନେକ କ୍ଷେତ୍ରରେ ବିଭିନ୍ନ କାରଣ ନେଇ ମଣିଷ ଅପମୃତ୍ୟୁର ଶିକାର ହୋଇଥାଏ। ବିଭିନ୍ନ ଆକସ୍ମିକ ମୃତ୍ୟୁକୁ ଛାଡ଼ିଲେ ସବୁଠାରୁ ଯନ୍ତ୍ରଣାଦାୟକ ଓ ବୀଭତ୍ସ ମୃତ୍ୟୁ ସେତେବେଳେ ପରିଗଣିତ…

ଦିଗପହଣ୍ଡି ବିଧାନସଭା ଆସନ ପାଇଁ…

ଭୁବନେଶ୍ବର: ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ। ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ଓଡିଶା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀଧର ଦେବ ଆଜି ନାମାଙ୍କନ ମଧ୍ୟ…