ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲୁନ ବିକାଳୀରୁ ମଡେଲ ପାଲଟିଲେ ଯୁବତୀ

ଆଦିଲ୍ଲୀ : ସୋସିଆଲ ମିଡିଆ କେରଳର ବେଲୁନ ବିକାଳୀ କିସ୍‌ବୁଙ୍କୁ ରାତାରାତି ମଡେଲ୍ କରିଦେଇଛି। ରାଜସ୍ଥାନର ମୂଳ ବାସିନ୍ଦା କିସ୍‌ବୁ କେରଳର କାଭୁ ଉତ୍ସବରେ ବେଲୁନ ବିକୁଥିବା ସମୟରେ ଫଟୋଗ୍ରାଫର ର୍ଜୁନ କୃଷ୍ଣନଙ୍କ ନଜରରେ ଆସିଥିଲେ। ସେ ତାଙ୍କର କିଛି ଫଟୋ ଉଠାଇଥିଲେ। ପରେ ସେ ଏହି ଫଟୋକୁ କିସବୁ ଏବଂ ତାଙ୍କ ମାଆଙ୍କୁ ଦେଖାଇଥିଲେ । ଉଭୟେ ଫଟୋ ଦେଖୁ ଖୁସି ହୋଇଥିଲେ। ରାତାରାତି ଭାଗ୍ୟ ବଦଳିଯିବ ବୋଲି ସେ କେବେ କଳ୍ପନା ବି କରିନଥିଲେ। କୃଷ୍ଣନ ଫଟୋ ସବୁ ସୋସିଆଲ ମିଡିଆ ସାଇଟରେ ଅପଲୋଡ କରିଥିଲେ। ଏହା ଭାଇରାଲ ହେବାରୁ କିଛି ଲୋକ ମେକଓଭର ଏବଂ ଫଟୋସୁଟ ପାଇଁ ସହ ଯୋଗାଯୋଗ କରିଥିଲେ ।

Leave A Reply

Your email address will not be published.